କେନ୍ଦୁଝର ସହର: ଡିମ୍ବରୋଡ ନିକଟରେ ହାତୀପଲ, ବନ ବିଭାଗ ରଖିଛି ନଜର
କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ସଦର ରେଞ୍ଜ ଅଧିନସ୍ଥ ଡିମ୍ବରୋଡ ନିକଟରେ ଆଜି ହାତୀପଲ ଉପଦ୍ରବ ଖେଳାଇ ଥିଲେ। ଏନେଇ ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ସୂଚନା ରହିଛି।