ତେଲକୋଇ: କନ୍ତଲେଇ ମଙ୍ଗଳମୟୀ ମାଆ ମଙ୍ଗଳାଙ୍କ ଶକ୍ତି ପିଠରେ ନିଶା ମଙ୍ଗଳବାର ପୂଜା ଅନୁଷ୍ଠିତ
ତେଲକୋଇ ବ୍ଲକ କନ୍ତଲେଇ ମଙ୍ଗଳମୟୀ ମାଆ ମଙ୍ଗଳାଙ୍କ ଶକ୍ତି ପିଠରେ ନିଶା ମଙ୍ଗଳବାର ପୂଜା ଅନୁଷ୍ଠିତ , କଳଷ ଯାତ୍ରାରେ ଶତାଧିକ ଭକ୍ତଙ୍କ ଗହଣରେ ମାଆ । ଅଞ୍ଚଳ ଉକ୍ତିମୟ ପରିବେଶରେ, ଏକ ପ୍ରକାର ଭାଇ ଚାରାର ସମ୍ପର୍କ ସହିତ ଧର୍ମୟ ଭାବନାକୁ ବଜାୟ ରଖିଛି । ଆଜି ରାତ୍ରୀ ୧୦ଟା ସମୟର ସୂଚନା ।