ପୋଲସରା: ବୁଗୁଡ଼ା ଲଛୀପୁର ଗ୍ରାମର ଜଣେ ମୃତକ ଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୋଲସରା ବିଧାୟକ ତଥା ମନ୍ତ୍ରୀ
ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ବ୍ଲକ ଲଛୀପୁର ଗ୍ରାମ ଗ୍ରସ୍ତ କରିଛନ୍ତି ପୋଲସରା ବିଧାୟକ ତଥା ମନ୍ତ୍ରି ଗୋକୁଳାନନ୍ଦ ମଲ୍ଲୀକ l ମନ୍ତ୍ରୀ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ପାଛୋଟୀ ନିଆଯାଇଥିଲା l ମନ୍ତ୍ରୀ ଗ୍ରାମର ସମସ୍ୟା ଓ ଉନ୍ନୟନ କାର୍ଯ୍ୟ ନେଇ ଗ୍ରାମବାସୀ ଙ୍କ ସହ ଆଲୋଚନା ପରେ କିଛି ଦିନ ପୂର୍ବରୁ ମୃତ୍ୟୁ ବରଣ କରିଥିବା ଗ୍ରାମର ଆମାଲୁ ପ୍ରଧାନ ଙ୍କ ବସଭବନ କୁ ଯାଇ ସମବେଦନା ଜଣାଇବା ସହ ଅମର ଆତ୍ମା ର ସଦଗତି କାମନା କରିଥିଲେ l