ବଡସାହି: ଚିରଗାଳଡିହି ଗାଁକୁ ପକ୍କା ରାସ୍ତାନଥିବାରୁ ଖଟିଆରେ ବୁହାହୋଇ ବିଳମ୍ବରେ ଡାକ୍ତରଖାନା ପହଞ୍ଚବାରୁ ସର୍ପାଘାତରେ ଗୁରୁତର ମହିଳାଙ୍କ ମୃତ୍ୟୁ
Barsahi, Mayurbhanj | Jul 18, 2025
ବେତନଟୀ ଥାନା ଶାଳବଣି ସାମିଲ ନହଣ୍ଡାଶୋଳ ପଞ୍ଚାୟତ ଅଧୀନ ତାରାକୋଟୀ ଉପକଣ୍ଠ ଚିରଗାଳଡ଼ିହି ଗାଁକୁ ପକ୍କା ରାସ୍ତା ନଥିବାରୁ ସର୍ପାଘାତରେ ଗୁରୁତର...