ସମ୍ବଲପୁର ମ୍ୟୁନିସିପାଲଟି: କୁମ୍ଭାରପଡ଼ା ସ୍ଥିତ ଏବିଭିପି କାର୍ଯ୍ୟାଳୟ ଠାରେଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ,ଶେତାଂଶୁ ଶେଖର ବରାଇ ରଖିଲେ ନିଜ ପ୍ରତିକ୍ରିୟା
Sambalpur M, Sambalpur | Jul 16, 2025
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପଶ୍ଚିମ ପକ୍ଷରୁ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମଦାହ ଘଟଣାରେ ଦୋଷୀଙ୍କୁ କଠୋରଦଣ୍ଡ...