ଆଜି ସକାଳ ୯ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ l ଗତ କାଲି ବିଳମ୍ବିତ ରାତ୍ର ସମୟରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ସଂଗୀତ ନାଟକ ଏକାଡେମୀ ତରଫରୁ 2023,2024,2025 ତିନି ବର୍ଷର ପ୍ରାୟ 140ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଉପାୟନ ବିଭାଗରେ ବୌଦ୍ଧର ଭାବାନି ଶଙ୍କର ମହାପାତ୍ର ପୁରସ୍କୃତ ହୋଇଛନ୍ତି l