ଝାରସୁଗୁଡା: କାଦୋବାହାଲ ଜଙ୍ଗଲ ରାସ୍ତା କଡ଼ରୁ ପରିତ୍ୟକ୍ତ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର ଘଟଣା, ପ୍ରତିକ୍ରିୟା ରଖିଲେ ଝାରସୁଗୁଡା ସିଡବ୍ଲୁସି ଅଧକ୍ଷ
ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କାଦୋବାହାଲ ଜଙ୍ଗଲ ରାସ୍ତା କଡ଼ରୁ ପରିତ୍ୟକ୍ତ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ସିଡବ୍ଲୁସି ଅଧକ୍ଷ ଆଶୀଷ କୁମାର ପଣ୍ଡା। ତେବେ ଆଜି ଦିନ ଗୋଟାଏ ସମୟରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଗତକାଲି ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ଓ ସ୍ୱାସ୍ଥ୍ୟବସ୍ତା ସ୍ଥିର ରହିଛି। ଏହି ବର୍ଷ ପୂର୍ବରୁ ଜଣେ ଶିଶୁ ଉଦ୍ଧାର ହୋଇଥିବା ବେଳେ ଏହା ଦ୍ୱିତୀୟ ବୋଲି ସେ କହିଛନ୍ତି। ଏହା ସହିତ ଶିଶୁ ମାନଙ୍କୁ ଏପରି ନ ଛାଡି ନିୟମ ଅନୁଯାୟୀ