ଢେଙ୍କାନାଳ ସଦର: ସ୍ଥାନୀୟ ବଳରାମ ମନ୍ଦିରଠାରୁ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟରେ ବଢୁଥିବା ମହିଳା ନିର୍ଯ୍ୟାତନା ପ୍ରତିବାଦରେ ଶୋଭାଯାତ୍ରା
ଢେଙ୍କାନାଳ ସହରସ୍ଥ ସ୍ଥାନୀୟ ବଳରାମ ମନ୍ଦିରଠାରୁ ବୁଧବାର ପୂର୍ବାହ୍ନ ୧୧ଟାରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟରେ ବଢୁଥିବା ମହିଳା ନିର୍ଯ୍ୟାତନା ପ୍ରତିବାଦରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।ଏହି ଶୋଭାଯାତ୍ରାରେ ପୂର୍ବତନ ସାଂସଦ ମହେଶ ସାହୁ , ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଏବଂ ଦଳିଅ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା, ଶହଶହ ସଂଖ୍ୟାର ସଂଖ୍ୟାର ମହିଳାମାନେ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।