ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗଣିଆନାଳ ପେଟ୍ରୋଲ ପମ୍ପ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗଣିଆନାଳ ପେଟ୍ରୋଲ ପମ୍ପ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ମୋଟରସାଇକେଲ ଆରୋହୀ ଆହତ ହୋଇ ଦିଗପହଣ୍ଡି ମେଡିକାଲରେ ଚକିଛା ହୋଇଥିବାର ଖବର ମିଳିଛି । ଘଟଣା ଟି ଆଜି ଦିନ 2 ଘଣ୍ଟ ସମୟରେ। ଘଟିଥିବା ଜଣାପଡିଛି ।