ସୁକିନ୍ଦା: କାଳିଆପାଣି ଖଣି ଅଞ୍ଚଳରେ ଗାଡ଼ି ଡାଲାରେ ଶ୍ରମିକ ବୁହାକୁ ନେଇ କ୍ଷୋଭ ପ୍ରକାଶ କଲେ ସ୍ଥାନୀୟ ବାସିନ୍ଦା #jansamasya
Sukinda, Jajpur | Jul 18, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଗାଡ଼ି ଡାଲାରେ ବେଆଇନ ଭାବେ ଅନେକ ଶ୍ରମିକଙ୍କୁ ବୁହା ହେଉଥିବା ଦେଖିବାକୁ ମିଳିଛି ।...