ରାୟଗଡା: ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଗୁଣପୁର ବିଜେପି ପକ୍ଷ ରୁ ଶ୍ରୀରାମଲିଙ୍ଗେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ
ଗୁଣପୁର ରେ ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଦିବସ ଅବସରରେ ରାମ ଲିଙ୍ଗେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ସହ ରୋଗୀ ଙ୍କୁ ଫଳ ବଣ୍ଟନ ସହ ବିଭିନ୍ନ ସ୍ଥାନରେ ଗଛ ଲଗେଇଲେ ବିଜେପି କର୍ମୀ