Latest News in Surada (Local videos)
ସୋରଡା: ସୋରଡା ବ୍ଲକ ଅନ୍ତର୍ଗତ ହାଡୁସରାବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ର ବଡଗଡ ବନ ବିଭାଗ ପକ୍ଷରୁ ଏକ ପେଡ ମା କେ ଲିୟ କାର୍ଯକ୍ରମ ଅନୁଷ୍ଠିତ
Surada, Ganjam | Jul 3, 2025
ganesh35991
Follow
Share
Next Videos
ସୋରଡା: ବଡଗଡ ବନ ବିଭାଗ ପକ୍ଷରୁ ଖାରିଗୁଡ଼ା ଠାରେ ଚାରା ବିକ୍ରୟ କେନ୍ଦ୍ରର ଶୁଭ ଉଦଘାଟନ କଲେ ଏନଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା
ganesh35991
Surada, Ganjam | Jul 2, 2025
ସୋରଡା: ସୋରଡା ନିର୍ବାଚନ ମଣ୍ଡଳୀର ଘୁମୁସର ବଡଗଡ ବନଖଣ୍ଡ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ
ganesh35991
Surada, Ganjam | Jul 1, 2025
ସୋରଡା: ସର୍ଦାର ବଲ୍ଲଵ ବାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସୋରଡ଼ା ଥାନା ପକ୍ଷରୁ ଏକ ଗଣଦୌଡ କାର୍ଯ୍ୟକ୍ରମ କରାଯାଇଛି।
ganesh35991
Surada, Ganjam | Jun 30, 2025
ସୋରଡା: ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଦର୍ଶ କୋଲେନି ର ଶୁଭ ଉଦ୍ଧଘାଟାନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ
ganesh35991
Surada, Ganjam | Jun 29, 2025
ସୋରଡା: ଆଜି ସୋରଡା ବିଧାୟକ ନୀଳମଣି ବିଶୋଇଙ୍କ ବେଲଗୁଣ୍ଠା ବ୍ଲକର ବିଭିନ୍ନ ପଞ୍ଚାୟତ ମାରାଥନ ଗ୍ରସ୍ତ,ସଡ଼କ ନିର୍ମାଣ ପାଇଁ କଲେ ଭିତ୍ତପ୍ରସ୍ତର ସ୍ଥାପନ
ganesh35991
Surada, Ganjam | Jun 28, 2025
ସୋରଡା: ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ବଡ଼ଦାଣ୍ଡ ସାହି ଠାରେ ପାଳିତ ହୋଇଯାଇଛି ବିଶ୍ବ ପ୍ରସଦ୍ଧ ରଥଯାତ୍ରା,ଭକ୍ତ୍ତଙ୍କ ସମାଗମ ରେ ପହଣ୍ଡି ବେଜେ
ganesh35991
Surada, Ganjam | Jun 27, 2025
ସୋରଡା: ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ସୋରଡା ବ୍ଲକର ୬୦ରୁ ଉର୍ଦ୍ଧ ଗ୍ରାମ,ପାଞ୍ଚଟି ଉପାନ୍ତ ଗ୍ରାମକୁ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ
ganesh35991
Surada, Ganjam | Jun 26, 2025
ସୋରଡା: ଆସନ୍ତା କାଲି ଗଞ୍ଜାମ ଗ୍ରସ୍ତ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସ୍କା ଆସୁଥିବା ବେଳେ ସ୍ଥିତି ପରଖିଛନ୍ତି ସୋରଡା ବିଧାୟକ
ganesh35991
Surada, Ganjam | Jun 22, 2025
ସୋରଡା: ଇଣ୍ଡୋର ଷ୍ଟାଡିୟମ ପରିସରରେ ଏନଏସି ଓ ବ୍ଲକ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ, ଯୋଗଦେଲେ ବିଧାୟକ
ganesh35991
Surada, Ganjam | Jun 21, 2025
ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ତିନୋଟି ପଞ୍ଚାୟତ ରେ ଗଡ଼ିଲା ବିକାଶ ବାହନ ରଥ, ସରକାର ଙ୍କ ଯୋଜନା କୁ ଲୋକଙ୍କୁ ପାଖରେ ପହଞ୍ଚାଇବା ପ୍ରୟାସ
ganesh35991
Surada, Ganjam | Jun 20, 2025
ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ଗାଜଲ ବାଡ଼ି ପଞ୍ଚାୟତ ର ଗୋଚ୍ଛା ବାଡ଼ି ଗ୍ରାମରେ ବିକାଶ ବାହନ ରଥ କୁ ସ୍ୱାଗତ କଲେ ଗ୍ରାମବାସୀ
ganesh35991
Surada, Ganjam | Jun 19, 2025
ସୋରଡା: ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଭତ୍ତା ଓ କାର୍ଯ୍ୟଦେଶ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଲେ ସୋରଡ଼ା ବିଧାୟକ ନୀଳମଣି ବିଶୋଇ
ganesh35991
Surada, Ganjam | Jun 18, 2025
ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ ବାଙ୍କା ପଞ୍ଚାୟତ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ, ସମାଧନ ପାଇଁ ଦେଲେ ପ୍ରତିଶୃତି
ganesh35991
Surada, Ganjam | Jun 17, 2025
ହିଞ୍ଜିଳି: ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମ ପଞ୍ଚାୟତ ଠାରେ ବିକାଶ ବାହନ ରଥକୁ ଶୁଭ ଆରମ୍ଭ କଲେ ବିଜେପି ନେତା ଶିଶିର ମିଶ୍ର
ganesh35991
Hinjili, Ganjam | Jun 16, 2025
ସୋରଡା: ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠୀ ଗ୍ରାମପଞ୍ଚାୟତ ରେ ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ "ବିକାଶ ବାହନ ରଥ କଲେ ଶୁଭରାମ୍ବ
ganesh35991
Surada, Ganjam | Jun 16, 2025
ସୋରଡା: ଗୋପାଳପୁର - ରେଢ଼ାଖୋଲ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନେଇ ଆଜି ସୋରଡ଼ା ଗାଙ୍ଗପୁର ଠାରେ ରଥ କୁ ସମର୍ଥନ କଲେ ଅଞ୍ଚଳ ବାସୀ
#jansamasya
ganesh35991
Surada, Ganjam | Jun 14, 2025
ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ନୀଳମଣି ବିଶୋଇ ଆଜି ଗୋପାଳପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ଯୋଗଦାନ
ganesh35991
Surada, Ganjam | Jun 13, 2025
ସୋରଡା: ସୋରଡ଼ା ବିଧାୟକ ନୀଳମଣି ବିଶୋଇ ବ୍ରହ୍ମପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛନ୍ତି
ganesh35991
Surada, Ganjam | Jun 12, 2025
ସୋରଡା: ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ବନବିଭାଗ ପକ୍ଷରୁ ଖୋଲାଗଲା ଜଙ୍ଗଲ କାଫେ ର ଶୁଭ ଉଦ୍ଧଘାଟନ କଲେ ସୋରଡ଼ା ବିଧାୟକ
ganesh35991
Surada, Ganjam | Jun 11, 2025
ସୋରଡା: ସୋରଡ଼ା ଥାନା ଅନ୍ତର୍ଗତ ୱାର୍ଡ ୨ରେ ଘଟିଛି ଅଭବନୀୟ ଘଟଣା,ଫୁଲ ତୋଳିବା ସମୟରେ ସିମେଣ୍ଟ କାନ୍ଥ ଭୁଶୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା
ganesh35991
Surada, Ganjam | Jun 10, 2025
ସୋରଡା: କବିସୂର୍ଯ୍ୟନଗର ଗୁଡ଼ିଆଳି ଛକ କଲ୍ୟାଣ ମଣ୍ଡପ ପରିସରରେ ଓଡ୍ର ଖଣ୍ଡାୟତ କାଳଞ୍ଜି କେନ୍ଦ୍ର ପରିଷଦ ପକ୍ଷରୁ ପ୍ରତିଭା ସାନ୍ନମାନ ୨୦୨୫ ଅନୁଷ୍ଠିତ
ganesh35991
Surada, Ganjam | Jun 8, 2025
ସୋରଡା: ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ,ଶେରଗଡ଼ ବ୍ଳକ୍ ଅନ୍ତର୍ଗତ କରଡକଣା ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗଦେଲେ ସୋରଡ଼ା ବିଧାୟକ
ganesh35991
Surada, Ganjam | Jun 7, 2025
ସୋରଡା: ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ପୂର୍ବତନ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ganesh35991
Surada, Ganjam | Jun 7, 2025
ସୋରଡା: ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ,ଗାଙ୍ଗପୁର ପଞ୍ଚାୟତ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନରେ ଯୋଗଦେଲେ ମାନ୍ୟବର ସୋରଡ଼ା ବିଧାୟକ ନୀଳମଣି ବିଷୋୟ
ganesh35991
Surada, Ganjam | Jun 6, 2025
Load More
Contact Us
Your browser does not support JavaScript!