Latest News in Sohela (Local videos)
ସୋହେଲା: ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବଜ୍ରପାତ ଓ ସର୍ପାଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଦେଖନ୍ତୁ ଏ ସଂପର୍କିତ ମତାମତ
Sohela, Bargarh (Baragarh) | Jul 1, 2025
harishbhoi
Follow
Share
Next Videos
ସୋହେଲା: ଝର ଗ୍ରାମର ହରିଜନ ପଡାରେ ପିଇବା ପାଣି ସମସ୍ୟା ନେଇ ସୋହେଲା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଭଟଲୀ ବିଧାନସଭା AAP ସଭାପତି ଓ ପ୍ରତିନିଧି ଦଲ
harishbhoi
Sohela, Bargarh (Baragarh) | Jun 25, 2025
ସୋହେଲା: ସୋହେଲା ଗୋଷ୍ଠୀ ଶିକ୍ଷା ଅଫିସ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ, ଯୋଗଦେଲେ ବିଇଓ
harishbhoi
Sohela, Bargarh (Baragarh) | Jun 24, 2025
ସୋହେଲା: ସୋହେଲା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଅଞ୍ଚଳବାସୀ
harishbhoi
Sohela, Bargarh (Baragarh) | Jun 21, 2025
ସୋହେଲା: ପେଟୁପାଲୀ ହାଇସ୍କୁଲ ପରିସରରେ ଆଜି ଭଟଲୀ ବିଧାୟକ ଈରାସିସ ଆଚାର୍ଯ୍ଯ ଙ୍କ ନିର୍ଦ୍ଦେଶରେ ବିକାଶ ରଥ ଙ୍କୁ ସ୍ବାଗତ କଲେ ପଂଚାୟତ ବାସୀ
harishbhoi
Sohela, Bargarh (Baragarh) | Jun 18, 2025
ସୋହେଲା: ସୋହେଲା ସ୍ଥିତ ଦୁର୍ଗା ମନ୍ଦିର ରେ ମାଁ ଦୁର୍ଗାଙ୍କୁ ଦର୍ଶନ ପରେ ସ୍ବର୍ଗତ ପୁର୍ବତନ ବିଜେପି ବିଧାୟକ ମହମ୍ମଦ ରଫିକ ଙ୍କୁ ଭେଟିଲେ ଭଟଲୀ ବିଧାୟକ
harishbhoi
Sohela, Bargarh (Baragarh) | Jun 14, 2025
ସୋହେଲା: ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରୁ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କଲେ ଭଟଲୀ ବିଧାୟକ
harishbhoi
Sohela, Bargarh (Baragarh) | Jun 12, 2025
ସୋହେଲା: ଶନିମାଲ ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା ମହାସମାରୋହରେ ଅନୁଷ୍ଠିତ,ଦେଖନ୍ତୂ ପୂଜକ ଙ୍କ ମତାମତ
harishbhoi
Sohela, Bargarh (Baragarh) | Jun 11, 2025
ସୋହେଲା: ତାଣ୍ଡୋଳ ଗ୍ରାମରେ ବହୁ ଆଡମ୍ବରରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ବାଲ୍ୟଲିଲା ମହୋତ୍ସଵ ଆଜି ଉଦଯାପିତ ହୋଇଛି । ଯୋଗଦେଲେ ହଜାର ହଜାର ଭକ୍ତ
harishbhoi
Sohela, Bargarh (Baragarh) | Jun 11, 2025
ସୋହେଲା: ପାଣିମୋରା ଗ୍ରାମ ଘଷିଆପଡାରେ ପିଇବା ପାଣି ସମସ୍ୟା ଓ ଲକ୍ଷ୍ମୀ ବସ ସେବା ବନ୍ଦ ନେଇ ପ୍ରତିକ୍ରିୟା ରଖିଲେ ପଡାବାସୀ
#jansamasya
harishbhoi
Sohela, Bargarh (Baragarh) | Jun 10, 2025
ସୋହେଲା: ଝର ଗ୍ରାମର ହରିଜନ ପଡାରେ ପିଇବା ପାଣି ସମସ୍ୟା ଉତ୍କଟ, ମାତ୍ର ଗୋଟିଏ ପାଣି ଟ୍ୟାପ୍ ରେ ନିର୍ଭରଶୀଳ 80 ପରିବାର
#jansamasya
harishbhoi
Sohela, Bargarh (Baragarh) | Jun 7, 2025
ସୋହେଲା: ପୁର୍ବ ମେଲଛାମୁଣ୍ଡା ବିଧାନସଭାର ପୁର୍ବତନ ବିଜେପି ବିଧାୟକ ସ୍ବର୍ଗତ ମହମ୍ମଦ ରଫିକ ଙ୍କୁ ଆଜି ସୋହେଲା ଠାରେ ଅନ୍ତିମ ବିଦାୟ ଦିଆଗଲା
harishbhoi
Sohela, Bargarh (Baragarh) | Jun 6, 2025
ସୋହେଲା: ପୁର୍ବ ମେଲଛାମୁଣ୍ଡା ବିଧାନସଭାର ପ୍ରଥମ ପୁର୍ବତନ ବିଜେପି ବିଧାୟକ ମହମ୍ମଦ ରଫିକ ଙ୍କ ବିୟୋଗ ରେ ସମଗ୍ର ସୋହେଲା ଅଂଚଲରେ ଶୋକର ଛାୟା
harishbhoi
Sohela, Bargarh (Baragarh) | Jun 6, 2025
ସୋହେଲା: ବରଗଡରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ଯଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଦେଲେ ସୋହେଲା ର ବରିଷ୍ଠ ବିଜେଡି ନେତା ସୁଶାନ୍ତ
harishbhoi
Sohela, Bargarh (Baragarh) | Jun 5, 2025
ସୋହେଲା: ଆଜି ବିଶ୍ଵ ପରିବେଶ ଦିବସରେ ବରଗଡରେ ଆୟୋଜିତ କାର୍ଯ୍ୟକ୍ରମରେ କନଗାଁ ପ୍ରକୃତିପ୍ରେମି ଶିକ୍ଷକ ରାମଚନ୍ଦ୍ର ସାହୁ ପ୍ରକୃତିବନ୍ଧୁ ରୁପେ ସମ୍ମାନିତ
harishbhoi
Sohela, Bargarh (Baragarh) | Jun 5, 2025
ସୋହେଲା: ବିଧାୟକ ଇରାସିସ ଆଚାର୍ଯ୍ଯଙ୍କ ବିଜୟର ଏକବର୍ଷ ପୂର୍ତ୍ତି ଅବସରରେ ସୋହେଲା ଛକରେ ବିଜୟ ଉତ୍ସବ ପାଲିଲେ ବିଜେପି କର୍ମୀ
harishbhoi
Sohela, Bargarh (Baragarh) | Jun 4, 2025
ସୋହେଲା: ଝର ସରକାରୀ ଉଚ୍ଚ ବିଦ୍ୟାଳୟରୁ ତାଲାଭାଙ୍ଗି ହଜାର ହଜାର ଟଙ୍କାର ସାମଗ୍ରୀ ଚୋରୀ କରିନେଲେ ଦୁବୃର୍ତ୍ତ, ଆଜି ସୋହେଲା ପୋଲିସ ର ତଦନ୍ତ ଜାରୀ
harishbhoi
Sohela, Bargarh (Baragarh) | Jun 3, 2025
ସୋହେଲା: ସୋହେଲା ବ୍ଲକରେ କାର୍ଯ୍ୟ କରୁଥିବା ଆକାଉଣ୍ଟାଣ୍ଟ ତୁଷାର ଭଦ୍ରା ଙ୍କ ଗର୍ଭଣା ଠାରେ ଆଜି ଏକ ଦୁର୍ଘଟଣାରେ ଘଟଣା ସ୍ଥଲରେ ମୃତ୍ୟୁ ହୋଇଛି
harishbhoi
Sohela, Bargarh (Baragarh) | May 31, 2025
ସୋହେଲା: ଲମ୍ବରୁପାଲୀ ରେ ଚାଲିଥିବା ଅଖଣ୍ଡ ନାମଯଜ୍ଞ ରେ ଆଜି ସାମିଲ ହେଲେ ଭଟଲୀ ବିଧାୟକ
harishbhoi
Sohela, Bargarh (Baragarh) | May 30, 2025
ସୋହେଲା: ସୋହେଲା ବ୍ଲକର ସୋହେଲା ପ୍ରବେଶ ପଥରେ ଏକ ଭବ୍ଯ ତୋରଣ ନିର୍ମାଣ ପାଇଁ ଆଜି ନିରିକ୍ଷଣ କଲେ ଭଟଲୀ ବିଧାୟକ ଏବଂ ବରଗଡ ଜିଲ୍ଲାପାଳ
harishbhoi
Sohela, Bargarh (Baragarh) | May 30, 2025
ସୋହେଲା: ବ୍ଲକର ବିଭିନ୍ନ ଗ୍ରାମରେ ଗାଧୋଇବା ଓ ପିଇବା ପାଣି ସମସ୍ୟାକୁ ନେଇ ଆପ ମହିଳା ମୋର୍ଚ୍ଚା ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ
harishbhoi
Sohela, Bargarh (Baragarh) | May 28, 2025
ସୋହେଲା: ବହୁ ବାଦବିବାଦ ପରେ ଆଜି ପ୍ରକାଶ ପାଇଲା ସୋହେଲା ଆଦର୍ଶ ବିଦ୍ୟାଳୟ କନଗାଁ ର ମେଟ୍ରିକ ପରୀକ୍ଷା ଫଳ , ସାଲିନୀ ଚୌହାନ୍ ଟପ୍ପର ହେଲେ
harishbhoi
Sohela, Bargarh (Baragarh) | May 27, 2025
ସୋହେଲା: ବେହେରାପାଲି ଗ୍ରାମ ସମେତ ସୋହେଲା ବ୍ଲକ ର ବିଭିନ୍ନ ଗ୍ରାମରେ ଆଜି ମାଁ ଭଉଣୀ ସାବିତ୍ରୀ ମହାସମାରୋହରେ ପାଳନ କଲେ
harishbhoi
Sohela, Bargarh (Baragarh) | May 26, 2025
ସୋହେଲା: ମରେକେଲ ଠାରେ ମନ କି ବାତ୍ କାର୍ଯ୍ୟକ୍ରମ ଅବସରରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ
harishbhoi
Sohela, Bargarh (Baragarh) | May 25, 2025
ସୋହେଲା: ଘେଁସ ର ପ୍ରସିଦ୍ଧ ଶୀତଲଷଷ୍ଠୀ ଯାତ୍ରା ପୁର୍ବରୁ ଆଜି ନିମନ୍ତ୍ରଣ ସ୍ବରୁପ ପାରମ୍ପରିକ ହଲଦୀମଖା କାର୍ଯ୍ୟକ୍ରମ ଅନୁଷ୍ଠିତ
harishbhoi
Sohela, Bargarh (Baragarh) | May 23, 2025
Load More
Contact Us
Your browser does not support JavaScript!