Latest News in Satyabadi (Local videos)
ସତ୍ୟବାଦୀ: ପୁରୁଣା ବୁଢ଼ାକେରା ଛକରେ ହମ୍ପସରେ ପିଟି ହୋଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ, ଗୁରୁତର 2ଯୁବକ ମେଡ଼ିକାଲରେ ଭର୍ତ୍ତି
Satyabadi, Puri | Jul 3, 2025
santoshbaral67
Follow
Share
Next Videos
ସତ୍ୟବାଦୀ: ନଡିଆ ଗଛ ପୋତିବାକୁ କେନ୍ଦ୍ରକରି କଣାସ ଥାନା ଅନ୍ତର୍ଗତ ବିର କେଶରପୁର ଗ୍ରାମରେ 2ଭାଇଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା ରୁଜୁ
santoshbaral67
Satyabadi, Puri | Jul 1, 2025
ସତ୍ୟବାଦୀ: ସ୍ଥାନୀୟ ବିଧାୟକଙ୍କ ଭୁବନେଶ୍ଵର ସ୍ଥିତ ବାସ ଭବନରେ କଣାସ ବ୍ଲକ ବଡ଼ାଲ ପଞ୍ଚାୟତର ୨୦ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ
santoshbaral67
Satyabadi, Puri | Jun 30, 2025
ସତ୍ୟବାଦୀ: ସ୍ଥାନୀୟ ଓଭର ବ୍ରିଜ ନିକଟରେ ଅଜଣା ବାଇକ୍ ଧକ୍କାରେ ଯୁବକ ମୃତ, ଥାନାରେ ମାମଲା ରୁଜୁ, ଶବକୁ ଜବତ କରି ବ୍ୟବଛେଦ କଲା ପୋଲିସ
santoshbaral67
Satyabadi, Puri | Jun 29, 2025
ସତ୍ୟବାଦୀ: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି କଣାସ ଥାନା ଦୋକନ୍ଦା ଗ୍ରାମରେ ମହିଳାଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା ରୁଜୁ
santoshbaral67
Satyabadi, Puri | Jun 28, 2025
ସତ୍ୟବାଦୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବସ୍ତପଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା ରୁଜୁ ସହ ପୋଲିସର ତଦନ୍ତ ଜାରି
santoshbaral67
Satyabadi, Puri | Jun 27, 2025
ସତ୍ୟବାଦୀ: ବିରଗୋବିନ୍ଦ ପୁର ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ବହୁମୁଖି ପ୍ରକଳ୍ପ ଉଦଘାଟିତ, ଯୋଗଦେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ
santoshbaral67
Satyabadi, Puri | Jun 26, 2025
ସତ୍ୟବାଦୀ: ସାକ୍ଷୀ ଗୋପାଳ ମେଡିକାଲରେ ହଇଜାରେ ଆକ୍ରାନ୍ତ ରୋଗୀଙ୍କୁ ଭେଟି ଚିକିତ୍ସା ସମ୍ଵନ୍ଧରେ ପଚାରି ବୁଝିଲେ ସ୍ଥାନୀୟ ବିଧାୟକ
santoshbaral67
Satyabadi, Puri | Jun 24, 2025
ସତ୍ୟବାଦୀ: ସ୍ଥାନୀୟ ପନ୍ଥିକା ଠାରେ ରାଷ୍ଟ୍ରବାଦି ନେତା ଡଃ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳୀଦାନ ଦିବସ ପାଳିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
santoshbaral67
Satyabadi, Puri | Jun 23, 2025
ସତ୍ୟବାଦୀ: ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସାକ୍ଷୀଗୋପିନାଥ ମନ୍ଦିର ସାମ୍ନାରେ ସତ୍ୟବାଦୀ ବିଜେଡ଼ିର ଦୀପଦାନ
santoshbaral67
Satyabadi, Puri | Jun 22, 2025
ସତ୍ୟବାଦୀ: ସ୍ଥାନୀୟ ସତ୍ୟବାଦୀ ହାଇସ୍କୁଲ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
santoshbaral67
Satyabadi, Puri | Jun 21, 2025
ସତ୍ୟବାଦୀ: ସ୍ଥାନୀୟ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଟିଉସନ ହେବାକୁ ଯାଇ ଜଣେ ନାବାଳକ ନିଖୋଜ, ଥାନାରେ ମାମଲା ରୁଜୁ ସହ ପୋଲିସର ତଦନ୍ତ ଜାରି
santoshbaral67
Satyabadi, Puri | Jun 20, 2025
ସତ୍ୟବାଦୀ: ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ପଟ୍ଟା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ ଓ ସାଂସଦ
santoshbaral67
Satyabadi, Puri | Jun 19, 2025
ସତ୍ୟବାଦୀ: ଧାନକେରା ପଞ୍ଚାୟତ କପିଳେଶ୍ୱର ସ୍କୁଲ ନିକଟରେ ଗୋରୁ ବୋଝେଇ ଅଟୋକୁ ଅଟକ ରଖି ପୋଲିସ ଜିମା ଦେଲେ ବଜରଙ୍ଗ ଦଳର କର୍ମୀ
santoshbaral67
Satyabadi, Puri | Jun 18, 2025
ସତ୍ୟବାଦୀ: ସମୁଦ୍ର କୂଳରୁ ପର୍ଯ୍ୟଟକଙ୍କ ଠାରୁ ଲୁଟ କରି ଫେରାର ବେଳେ 2 ଜଣଙ୍କୁ ସତ୍ୟବାଦୀ ଓଭର ବ୍ରିଜ ନିକଟରେ କାବୁ କଲା ପୋଲିସ
santoshbaral67
Satyabadi, Puri | Jun 17, 2025
ସତ୍ୟବାଦୀ: ଅଧିକ ଯୌତୁକ ଦାବିରେ କେତକୀ ପାଟଣା ଗ୍ରାମରେ ମହିଳାଙ୍କୁ ନିର୍ଯାତନା ଅଭିଯୋଗ, ସ୍ଵାମୀ ଗିରଫ ପରେ କୋର୍ଟ ଚାଲାଣ
santoshbaral67
Satyabadi, Puri | Jun 17, 2025
ସତ୍ୟବାଦୀ: ସ୍ଥାନୀୟ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏକ ତରଫା ପ୍ରେମକୁ କେନ୍ଦ୍ର କରି ଜଣେ ନାବାଳିକାଙ୍କୁ ଆକ୍ରମଣ ମାମଲା, ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ
santoshbaral67
Satyabadi, Puri | Jun 16, 2025
ସତ୍ୟବାଦୀ: ଜୟୀପୁର ଗ୍ରାମରେ ଦୋକାନ ଉପରକୁ ବୋମା ମାଡ଼ ମାମଲା, ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍।
santoshbaral67
Satyabadi, Puri | Jun 15, 2025
ସତ୍ୟବାଦୀ: ଆଳିଗଡ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ସାଂସଦ ଓ ସ୍ଥାନୀୟ ବିଧାୟକ
santoshbaral67
Satyabadi, Puri | Jun 14, 2025
ସତ୍ୟବାଦୀ: କେତକୀ ପାଟଣା ବଜାରରେ ବୁଲେଟ ସହ କାର ଘଷି ହେବାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ୩ଗୁରୁତର ଅଭିଯୋଗ, ପୋଲିସର ତଦନ୍ତ ଜାରି
santoshbaral67
Satyabadi, Puri | Jun 13, 2025
ସତ୍ୟବାଦୀ: ପଟ୍ଟନାୟକିଆ ଛକରେ କାର ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗରେ ୨ଜଣ ବାବାଙ୍କୁ ଥାନାରେ ଅଟକ ରଖି ପୁଲିସର ତଦନ୍ତ ଜାରି
santoshbaral67
Satyabadi, Puri | Jun 12, 2025
ସତ୍ୟବାଦୀ: ଚୁପୁରୀଙ୍ଗି ବଜାର ମେଗା ପାନୀୟ ଜଳ ପ୍ରକଳ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
santoshbaral67
Satyabadi, Puri | Jun 10, 2025
ସତ୍ୟବାଦୀ: ବିଜେପିର ସ୍ବାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଦୋଛିଆଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
santoshbaral67
Satyabadi, Puri | Jun 9, 2025
ସତ୍ୟବାଦୀ: ସ୍ଥାନୀୟ ବିର ନରସିଂହପୁର ସ୍ଥିତ ଦକ୍ଷିଣକାଳୀ ପିଠରୁ ମା ଙ୍କ ସୁନା ଅଳଙ୍କାର ସହ ଦାନ ହୁଣ୍ଡି ବାସ୍କ ଚୋରୀ ଅଭିଯୋଗ, ପୋଲିସର ତଦନ୍ତ ଜାରି
santoshbaral67
Satyabadi, Puri | Jun 8, 2025
ସତ୍ୟବାଦୀ: କଣାସ ବ୍ଲକ ଗଡ ସାନପୁଟ ପଂଚାୟତ କାର୍ଯ୍ୟଳୟ ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
santoshbaral67
Satyabadi, Puri | Jun 7, 2025
Load More
Contact Us
Your browser does not support JavaScript!