Latest News in Rasagobindapur (Local videos)
ରାସଗୋବିନ୍ଦପୁର: ମାଝୀଆଣିରେ ନିମ୍ନମାନର କେନାଲକାମକୁ ନେଇ ଅଭିଯୋଗସତ୍ବେ ଶୁଣୁନାହାନ୍ତି ଯନ୍ତ୍ରୀ, ଗ୍ରାମରେ ପ୍ରତିକ୍ରିୟା ଦେଲେ ଗ୍ରାମବାସୀ
#jansamasya
Rasagobindapur, Mayurbhanj | Jul 2, 2025
shantanupanda7
Follow
Share
Next Videos
ରାସଗୋବିନ୍ଦପୁର: ଧରମପୁରା ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ମୁକ୍ତାକାଶ ହାଇସ୍କୁଲ ସାର୍ଟିଫିକେଟପରୀକ୍ଷାରେ ଧରାପଡିଲେ ୨ନକଲି ପରୀକ୍ଷାର୍ଥୀ,ମାମଲା ରୁଜୁପରେ ୨ଗିରଫ
shantanupanda7
Rasagobindapur, Mayurbhanj | Jul 1, 2025
ରାସଗୋବିନ୍ଦପୁର: ପ୍ରତାପଚନ୍ଦ୍ରପୁର ଗାଁରେ ସର୍ପାଘାତରେ ବାପପୁଅଙ୍କ ମୃତ୍ୟୁରେ ଗାଁରେ ପହଞ୍ଚି ଶୋକସନ୍ତପ୍ତ ପରିବାର ସହିତ ଆଲୋଚନାକଲେ ଗୃହ,ନଗର ଉନ୍ନୟନମନ୍ତ୍ରୀ
shantanupanda7
Rasagobindapur, Mayurbhanj | Jun 30, 2025
ରାସଗୋବିନ୍ଦପୁର: ଲଘୁଚାପଜନିତ ଲଗାଣବର୍ଷାରେ କାନ୍ଥଭୁଶୁଡି ସାନମୁଣ୍ଢାବଣି ଗ୍ରାମରେ ମହିଳା ମୃତ,ଅନ୍ୟଜଣେ ଆହତ, ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ କଲା ମୋରଡା ପୁଲସ
shantanupanda7
Rasagobindapur, Mayurbhanj | Jun 29, 2025
ରାସଗୋବିନ୍ଦପୁର: ଧର୍ମକ୍ଷେତ୍ର ଚିତ୍ରଡା ଠାରେ ଆୟୋଜିତ ପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେଲେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର l
shantanupanda7
Rasagobindapur, Mayurbhanj | Jun 28, 2025
ରାସଗୋବିନ୍ଦପୁର: ଶୁଳିଆପଦା ଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଜଗନ୍ନାଥମନ୍ଦିରରୁ ବାହାରି ଜନ୍ମବେଦୀ ମୁହାଁ ଅଗ୍ରସର ହେଲେ ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତି
shantanupanda7
Rasagobindapur, Mayurbhanj | Jun 27, 2025
ରାସଗୋବିନ୍ଦପୁର: ରାସଗୋବିନ୍ଦପୁର ଥାନା ଇଲାକାରୁ ନାବାଳିକା ଅପହରଣ ଅଭିଯୋଗରେ ମାମଲା ରୁଜୁକରି ପୀଡ଼ିତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭକଲା ପୁଲିସ
shantanupanda7
Rasagobindapur, Mayurbhanj | Jun 26, 2025
ରାସଗୋବିନ୍ଦପୁର: ମହିଳା ଓ ଛାତ୍ରୀଙ୍କ ପ୍ରତି ଅସଦାଚରଣ ପ୍ରତିବାଦରେ ଚିତ୍ରଡା କଲେଜ ଗେଟ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ
shantanupanda7
Rasagobindapur, Mayurbhanj | Jun 25, 2025
ରାସଗୋବିନ୍ଦପୁର: ଝାଟିଅଡା ପଞ୍ଚାୟତ ଅଧୀନ କିଆଖାଳି ଗ୍ରାମରେ ପରିତ୍ୟକ୍ତ କୂଅରେ ପଡ଼ିଥିବା ହାତୀକୁ ଦୀର୍ଘଘଣ୍ଟାର ଉଦ୍ୟମପରେ ଉଦ୍ଧାରକଲା ବନବିଭାଗ
shantanupanda7
Rasagobindapur, Mayurbhanj | Jun 24, 2025
ରାସଗୋବିନ୍ଦପୁର: ଚିକିଟାମାଟିଆସ୍ଥିତ ପ୍ରଧାନଶିକ୍ଷୟିତ୍ରୀଙ୍କ ସରକାରୀ ବାସଭଵନରୁ ଡକାୟତିର ୬ମାସ ପରେ ମୁଖ୍ୟଅଭିଯୁକ୍ତ ସହକାରୀ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଗିରଫ
shantanupanda7
Rasagobindapur, Mayurbhanj | Jun 23, 2025
ରାସଗୋବିନ୍ଦପୁର: ମୋରଡ଼ା ଥାନା ଅଭ୍ୟର୍ଥନା କକ୍ଷରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
shantanupanda7
Rasagobindapur, Mayurbhanj | Jun 22, 2025
ରାସଗୋବିନ୍ଦପୁର: ଉକାଶୋଳ ଗ୍ରାମରେ ଘରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତାହାତୀ, ଶୁଖିଲାଖାଳି ଗ୍ରାମର ଯୁବକ ଗୁରୁତର
shantanupanda7
Rasagobindapur, Mayurbhanj | Jun 18, 2025
ରାସଗୋବିନ୍ଦପୁର: ଜାତୀୟ ସଂହତି ଦିବସ ପରିପ୍ରେକ୍ଷୀରେ ସିପିଆଇଏମ ପକ୍ଷରୁ ରସଗୋବିନ୍ଦପୁର ଠାରେ ଶୋଭାଯାତ୍ରା ସାଙ୍ଗକୁ ମାନବଶୃଙ୍ଖଳ ଅନୁଷ୍ଠିତ
shantanupanda7
Rasagobindapur, Mayurbhanj | Jun 17, 2025
ରାସଗୋବିନ୍ଦପୁର: ବାଛୁରୀପାଳ ଛକରେ ସଡ଼କ ଦୁର୍ଘଟଣାରେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ମୃତ୍ୟୁ, ମାମଲା ରୁଜୁକରି ଶଵବ୍ୟବଚ୍ଛେଦ ସହିତ ତଦନ୍ତ ଆରମ୍ଭ କଲା ପୁଲିସ
shantanupanda7
Rasagobindapur, Mayurbhanj | Jun 14, 2025
ରାସଗୋବିନ୍ଦପୁର: ସରଡିହା କେନାଲଛକରେ ଭାରସାମ୍ୟ ହରାଇ କେନଲ ଭିତରକୁ ଖସିପଡିଲା ଟାଟାଏସି ଗାଡି, ଦୁର୍ଘଟଣାରେ ଗାଡିମାଲିକ ତଥା ବ୍ୟବସାୟୀଙ୍କ ମୃତ୍ୟୁ
shantanupanda7
Rasagobindapur, Mayurbhanj | Jun 12, 2025
ରାସଗୋବିନ୍ଦପୁର: ରାସଗୋବିନ୍ଦପୁର ଥାନା ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ଭାଲିଆଗଡିଆ ଗାଁରେ ଗାଧୋଇବା ସମୟରେ ପଖରୀରେ ବୁଡି ସମ୍ପର୍କୀୟ ପିଉସୀ ଝିଆରୀ ମୃତ
shantanupanda7
Rasagobindapur, Mayurbhanj | Jun 11, 2025
ରାସଗୋବିନ୍ଦପୁର: ମୋରଡା ଥାନା ଇଲାକାରୁ ୧୭ବର୍ଷୀୟା ନାବାଳିକା ନିଖୋଜ ଘଟଣାରେ ହାଇଦ୍ରାବାଦରୁ ପୀଡ଼ିତାଙ୍କୁ ଉଦ୍ଧାରକରି ଥାନାରେ ପହଞ୍ଚିଲା ମୋରଡା ପୁଲିସଟିମ
shantanupanda7
Rasagobindapur, Mayurbhanj | Jun 10, 2025
ରାସଗୋବିନ୍ଦପୁର: ରାଇଶୋଳ ଗ୍ରାମରେ ଚଢାଉକରି ବେଆଇନ ମାଟି ଉତ୍ତୋଳନ ଓ ଚୋରାଚାଲାଣ କାର୍ଯ୍ୟରେ ନିୟୋଜିତ ଜେସିବି ମେସିନ ଓ ଡ଼ମ୍ଫର ଜବତକଲା ରାସଗୋବିନ୍ଦପୁର ପୁଲିସ
shantanupanda7
Rasagobindapur, Mayurbhanj | Jun 9, 2025
ରାସଗୋବିନ୍ଦପୁର: ପୁରୁଣାପାଣି ଛକରେ ଗୋମାଂସ ବୋଝେଇ ବାଇକ ସହ କାର ମୁହାଁମୁହିଁ ଧକ୍କା, ୨ ଗୁରୁତର, ବାଇକ ଓ ଗୋମାଂସ ଜବତ କଲା ପୋଲିସ
shantanupanda7
Rasagobindapur, Mayurbhanj | Jun 8, 2025
ରାସଗୋବିନ୍ଦପୁର: ମୋରଡା ତହସିଲଅଫିସରେ ନିଖିଳଓଡିଶା ଆଦିବାସୀ ବିନ୍ଧାଣି ଓ ଲୋହାରସ ସମ୍ପ୍ରଦାୟପକ୍ଷରୁ ଜମିପଟ୍ଟା ସଂଶୋଧନ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
shantanupanda7
Rasagobindapur, Mayurbhanj | Jun 6, 2025
ରାସଗୋବିନ୍ଦପୁର: ପାଟପୁର ପୋଲ ଠାରେ ୨ ଗୋ ମାଂସ ବେପାରୀଙ୍କୁ କାବୁ କରି ରାସ୍ତାରେ ଚଲାଇ ଚଲାଇ ଆଣି ପୋଲିସ ଜିମା ଦେଲେ ଲୋକେ
shantanupanda7
Rasagobindapur, Mayurbhanj | Jun 3, 2025
ରାସଗୋବିନ୍ଦପୁର: ବୋଧିମୁହାଁରେ ଆୟୋଜିତ ପ୍ରସିଦ୍ଧ ଉଡ଼ାପର୍ବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ସାମିଲ ହେଲେ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର
shantanupanda7
Rasagobindapur, Mayurbhanj | Jun 1, 2025
ରାସଗୋବିନ୍ଦପୁର: ଚିତ୍ରଡା ଉପକଣ୍ଠ ବାରିପଦା-ଚିତ୍ରଡା-ଅମର୍ଦା ୬୧ ନମ୍ବର ରାଜ୍ୟରାଜପଥ ରାଜାବନ୍ଧ ଠାରେ ଷଣ୍ଢକୁ ବଞ୍ଚାଇବାକୁ ଯାଇ କାର ଦୁର୍ଘଟଣାଗ୍ରସ୍ତ
shantanupanda7
Rasagobindapur, Mayurbhanj | May 31, 2025
ରାସଗୋବିନ୍ଦପୁର: ଚିତ୍ରଡାସ୍ଥିତ ମୋରଡା ବ୍ଲକଅଫିସ ସଭାଗୃହରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ବିଡ଼ିଓ ଓ ତହସିଲଦାରଙ୍କ ସମେତ ଅଧିକାରୀ ଓ ଜନପ୍ରତିନିଧିଙ୍କ ଯୋଗଦାନ
shantanupanda7
Rasagobindapur, Mayurbhanj | May 30, 2025
ରାସଗୋବିନ୍ଦପୁର: ଭଦ୍ରାଶୋଳ ଗ୍ରାମରେ ବିଷପିଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦକଲେ ଚିତ୍ରଡା ଫାଣ୍ଡି ଅଧିକାରୀ
shantanupanda7
Rasagobindapur, Mayurbhanj | May 28, 2025
Load More
Contact Us
Your browser does not support JavaScript!