Latest News in Rairangpur (Local videos)
ବଡସାହି: ବେତନଟୀ ରେଞ୍ଜ ବଡାମପୁର ଜଙ୍ଗଲରୁ ବାହାରି ଖାଦ୍ୟ ଅନ୍ୱେଷରେ ପାର୍ଶ୍ୱବର୍ତ୍ତୀ ଗାଁରେ ପଶିଲେ ଗୋଠଛଡା ଦୁଇଟି ବଣୁଆହାତୀ
Barsahi, Mayurbhanj | Jun 30, 2025
shantanupanda7
Follow
Share
Next Videos
ବଡସାହି: ଯୁଗୁପୁରା ସାପ୍ତାହିକ ହାଟରୁ ଅନ୍ୟଜଣକର ବାଇକ ନେଇ ପଳାଉଥିବା ନିଶାଗ୍ରସ୍ତ ଯୁବକଙ୍କୁ ବାଇକଚୋର ସନ୍ଦେହରେ ପୁଲିସଜିମା ଦେଲେ ସ୍ଥାନୀୟଲୋକ
shantanupanda7
Barsahi, Mayurbhanj | Jun 30, 2025
ବଡସାହି: ପଥରା ଇଲାକାରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ଓ ସରଞ୍ଜାମ ନଷ୍ଟ
shantanupanda7
Barsahi, Mayurbhanj | Jun 30, 2025
ଉଦଳା: ଭୁରୁଡୁବଣି ଛକ ନିକଟରେ ଅଟୋ ଓଲଟି ୪ ଗୁରୁତର; ଉଦଳା ଡାକ୍ତରଖାନାରେ ପ୍ରତିକ୍ରିୟା ଦେଲେ ଗୁରୁତର ମହିଳା
baripada_news
Udala, Mayurbhanj | Jun 30, 2025
ରାସଗୋବିନ୍ଦପୁର: ପ୍ରତାପଚନ୍ଦ୍ରପୁର ଗାଁରେ ସର୍ପାଘାତରେ ବାପପୁଅଙ୍କ ମୃତ୍ୟୁରେ ଗାଁରେ ପହଞ୍ଚି ଶୋକସନ୍ତପ୍ତ ପରିବାର ସହିତ ଆଲୋଚନାକଲେ ଗୃହ,ନଗର ଉନ୍ନୟନମନ୍ତ୍ରୀ
shantanupanda7
Rasagobindapur, Mayurbhanj | Jun 30, 2025
ବାଙ୍ଗିରିପୋଷି: ବାଙ୍ଗିରିପୋଷି ଦେଇ ଯାଇଥିବା ବୁଢାବଳଙ୍ଗ ନଦୀ ରେ କମିଲା ପାଣି,ଟଳିଲା ବନ୍ୟା ଆଶଙ୍କା
asit.sarangi74
Bangiriposi, Mayurbhanj | Jun 30, 2025
ବାଙ୍ଗିରିପୋଷି: ବାଙ୍ଗିରିପୋଷି ଠାରେ ହୂଲ୍ ଦିବସ ପାଳିତ, ଯୋଗଦେଲେ ବିଧାୟିକା
asit.sarangi74
Bangiriposi, Mayurbhanj | Jun 30, 2025
ବାରିପଦା ମ୍ୟୁନିସିପାଲଟି: ରଥ ଖଳାରେ ଘୋଷଯାତ୍ର ଉପଲକ୍ଷେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ; ନଗରପାଳ ଓ ଉପ ଜିଲ୍ଲାପାଳ ଦେଲେ ପ୍ରତିକ୍ରିୟା
baripada_news
Baripada M, Mayurbhanj | Jun 30, 2025
ବାରିପଦା ମ୍ୟୁନିସିପାଲଟି: ୨ୟ ଶ୍ରୀକ୍ଷେତ୍ର ବାରିପଦାର ଆଡ଼ପ ମଣ୍ଡପରେ ଆଜି ମତ୍ସ୍ୟ ଓ କୂର୍ମ ଅବତାରରେ ତିନିଠାକୁର; ମୁଖ୍ୟ ପୂଜକ ଦେଲେ ପ୍ରତିକ୍ରିୟା
baripada_news
Baripada M, Mayurbhanj | Jun 30, 2025
ବାଙ୍ଗିରିପୋଷି: ମହୁଭଣ୍ଡାର ଠାରେ ଧସିଲା ଶିମିଳିପାଳକୁ ଯାଇଥିବା ମୂଖ୍ୟ ରାସ୍ତା ମନ୍ତ୍ରୀ କଲେ ସ୍ଥିତି ସମୀକ୍ଷା
asit.sarangi74
Bangiriposi, Mayurbhanj | Jun 30, 2025
ବଡସାହି: ୧୮ନଂ ଜାତୀୟରାଜପଥ କାଠପାଳ ସ୍ପିନିଂମିଲ ଛକରେ ଦ୍ରୁତଗାମୀ କାର ଧକ୍କାରେ ବ୍ୟାଟେରୀ ଚାଳିତ ଅଟୋ ଚୁରମାର, ଉଭୟ ଗାଡି ଜବତକଲା ବେତନଟୀ ପୁଲିସ
shantanupanda7
Barsahi, Mayurbhanj | Jun 30, 2025
ବାରିପଦା ମ୍ୟୁନିସିପାଲଟି: ଝାରପୋଖରିଆ ଥାନା ଅଞ୍ଚଳର ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ
baripada_news
Baripada M, Mayurbhanj | Jun 30, 2025
ବାରିପଦା ମ୍ୟୁନିସିପାଲଟି: MGNREGS କାମରେ ହେରଫେର ମାମଲାରେ ୨ଜଣଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ଦେଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ; ସେଠାରେ ମତ ଦେଲେ ସରକାରୀ ଓକିଲ
baripada_news
Baripada M, Mayurbhanj | Jun 30, 2025
ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାପାଳ ଅଫିସ ଆଗରେ ସମାଜ ସୁଧାର କ୍ରାନ୍ତି ଅଭିଯାନ ନେଇ ଆଦିବାସୀ ସେଙ୍ଗେଲ ଅଭିଯାନର ବିକ୍ଷୋଭ; ଜୋନାଲ କମିଟିର ସଭାପତି ଦେଲେ ପ୍ରତିକ୍ରିୟା
baripada_news
Baripada M, Mayurbhanj | Jun 30, 2025
ବାରିପଦା ମ୍ୟୁନିସିପାଲଟି: ଜିଲ୍ଳାରେ ବନ୍ୟା ପରିସ୍ଥିତି ପ୍ରସ୍ତୁତି ନେଇ ଜିଲ୍ଲାପାଳ ରାସଗୋବିନ୍ଦପୁର ଠାରେ ଦେଲେ ପ୍ରତିକ୍ରିୟା
baripada_news
Baripada M, Mayurbhanj | Jun 30, 2025
ବାରିପଦା ମ୍ୟୁନିସିପାଲଟି: ପିଆରଏମ୍ ହସ୍ପିଟାଲରେ ବେତନଟୀ ଅଞ୍ଚଳର ବ୍ୟକ୍ତିଙ୍କ ବାଇକ ଚୋରି, ପ୍ରତିକ୍ରିୟା ରଖିଲେ ଅଭିଯୋଗକାରୀ
baripada_news
Baripada M, Mayurbhanj | Jun 30, 2025
ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାର ବନ୍ୟା ପରିସ୍ଥିତି ନେଇ ଜରୁରୀ କାଳୀନ ଅଧିକାରୀ ଅଫିସରେ ଦେଲେ ପ୍ରତିକ୍ରିୟା
baripada_news
Baripada M, Mayurbhanj | Jun 30, 2025
Load More
Contact Us
Your browser does not support JavaScript!