Latest News in Phulabani Town (Local videos)
ଫୁଲବାଣୀ ସହର: ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁ କନ୍ୟାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି
Phulabani Town, Kandhamal | Jun 12, 2025
arunkshadangi40
Follow
Share
Next Videos
ଫୁଲବାଣୀ ସହର: ଗତ କାଲି ରାତି ପ୍ରାୟ ୧୧ଟାରେ ପିରିକୁଡ଼ି ଠାରେ ଦୃର୍ବୁତ୍ତ ସ୍କୁଟି ରେ ଆସି ଯାତ୍ରୀ ବାହୀ ବସ କୁ ମାରିଲେ ପଥର,ଡ୍ରାଇଭର ଓ ଦୁଇ ଯାତ୍ରୀ ଆହାତ
arunkshadangi40
Phulabani Town, Kandhamal | Jun 12, 2025
ଫୁଲବାଣୀ ସହର: କାଳି ମନ୍ଦିର ପଡ଼ିଆରେ ବାଣ ପଟୁଆର, ହଜାର ହଜାର ଲୋକ ଙ୍କ ସମାଗମ।ଜିଲ୍ଲାର ର ବିଭିନ୍ନ ସ୍ଥାନରୁ ବାଣ ଆଣି ଏଠାରେ ଫୁଟା ପ୍ରଦର୍ଶନ କରାଯାଇଥିଲା
arunkshadangi40
Phulabani Town, Kandhamal | Jun 11, 2025
ଫୁଲବାଣୀ ସହର: କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ତୁଡ଼ି ବିଜୁ ଗ୍ରାମରେ ମଦ ବିରୋଧ କରୁଥିବା ମହିଳାଙ୍କୁ ଆକ୍ରମଣ,ଦୁଇଗୁରୁତର
arunkshadangi40
Phulabani Town, Kandhamal | Jun 11, 2025
ଫୁଲବାଣୀ ସହର: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଲା
arunkshadangi40
Phulabani Town, Kandhamal | Jun 11, 2025
ଫୁଲବାଣୀ ସହର: ବ୍ରାହ୍ମୁଣିଗାଁ ରେଏକ ନାବାଳିକା ଅପହରଣ ମାମାଲାରୁଜୁ ହୋଇଛି ,
qhour
Phulabani Town, Kandhamal | Jun 11, 2025
ଫୁଲବାଣୀ ସହର: ସାଡିଙ୍ଗିଆ ଠାରେ ବିଷ ଖାଇ ବୃଦ୍ଧା ଙ୍କ ଆତ୍ମହତ୍ୟା
qhour
Phulabani Town, Kandhamal | Jun 11, 2025
ଫୁଲବାଣୀ ସହର: ଫୁଲବାଣି ସଦର ଥାନା ରେ SDPO ଶୁଭ୍ର ଜିତ ଙ୍କ ସାମ୍ବାଦିକ ସମ୍ମିଳନି
qhour
Phulabani Town, Kandhamal | Jun 11, 2025
ଫୁଲବାଣୀ ସହର: ଫୁଲବାଣି ସଦର ଥାନା ଗତ 8 ତାରିଖରେ ପୁତୁଡି ପଯ୍ୟତନ ସ୍ଥଳରେ କିଛି ପର୍ଯ୍ୟଟନ ଙ୍କୁ ଆକ୍ରମଣ ଘଟଣା ମୁହଁ ଖୋଲିଲେ ପର୍ଯ୍ୟଟକ
qhour
Phulabani Town, Kandhamal | Jun 11, 2025
ଫୁଲବାଣୀ ସହର: ଫୁଲବାଣି ଠାରେ ପୁରୁଷ ମହିଳା ବହୁମୁଖି ସ୍ୱସ୍ଥ୍ୟ କର୍ମୀ ଷ୍କ୍ରାଇକ , ତୃତିୟ ଦିନରେ ପହଞ୍ଚିଛି , ମତାମତ ରଖିଛନ୍ତି ସଭାପତି
qhour
Phulabani Town, Kandhamal | Jun 11, 2025
ଫୁଲବାଣୀ ସହର: ଆଜି ଗଜାନନ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଲେ ମହାପ୍ରଭୁ,କଂଧମାଳ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିର ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି
arunkshadangi40
Phulabani Town, Kandhamal | Jun 11, 2025
ଫୁଲବାଣୀ ସହର: ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୁର୍ଣିମା ଯାତ୍ରା ଅନୁଷ୍ଠିତ
qhour
Phulabani Town, Kandhamal | Jun 11, 2025
ଫୁଲବାଣୀ ସହର: କିରିକୁଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ବନ୍ଦ ଯୋଗୁ ଅଧିକାରୀ ଙ୍କ ଦରମା ବନ୍ଦ କଳସ ବିଭାଗ
arunkshadangi40
Phulabani Town, Kandhamal | Jun 10, 2025
ଫୁଲବାଣୀ ସହର: କଟାପାଙ୍ଗା ଠାରେ ବିଷ ଖାଇ ବୃଦ୍ଧା ଙ୍କ ଆତ୍ମହତ୍ୟା ,
qhour
Phulabani Town, Kandhamal | Jun 10, 2025
ଫୁଲବାଣୀ ସହର: ଫୁଲବାଣି ଜିଲ୍ଲାପରିଷଦ ସଭାଗୃହ ଠାରେ ପ୍ରଥମ ଦିଶା ଅଧିବେସନ ଅନୁଷ୍ଠିତ ଯୋଗ ଦେଲେ କନ୍ଧମାଳ ସାଂସଦ
qhour
Phulabani Town, Kandhamal | Jun 10, 2025
ଫୁଲବାଣୀ ସହର: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ, ସାଂସଦ ଓ ବିଧାୟକଙ୍କ ଯୋଗଦାନ
arunkshadangi40
Phulabani Town, Kandhamal | Jun 10, 2025
ଫୁଲବାଣୀ ସହର: ଆସନ୍ତାକାଲି ସକାଳ ୭ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଫୁଲବାଣୀ ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସେବା
arunkshadangi40
Phulabani Town, Kandhamal | Jun 10, 2025
ଫୁଲବାଣୀ ସହର: ଫୁଲବାଣି କଂଗ୍ରେସ ଭବନ ଠାରେ ଜୀ ଉଦୟଗିରି ବିଧାୟକ ଙ୍କୁ ୧ ବର୍ଷ ପୁର୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ
qhour
Phulabani Town, Kandhamal | Jun 10, 2025
ଫୁଲବାଣୀ ସହର: ଫୁଲବାଣି ଠାରେ ପୁରୁଷ ଏବଂ ମହିଳା ବହୁମୁଖି ସ୍ୱସ୍ଥ୍ୟ କର୍ମୀ ସାଧାରଣ ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନ ଦେଲେ ମତାମତ
qhour
Phulabani Town, Kandhamal | Jun 10, 2025
ଫୁଲବାଣୀ ସହର: ଫୁଲବାଣି ଠାରେ ବହୁମୁଖି ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା ଜାରି
qhour
Phulabani Town, Kandhamal | Jun 10, 2025
ଫୁଲବାଣୀ ସହର: ବାଲିଗୁଡ଼ାର ହାଟପଦା ସାହିରେ ଏକ ହତ୍ଯାମାମଲା ରୁଜୁ ହୋଇଛି, ବାଲିଗୁଡା ଥାନା ରେ ୧୮୩/୨୦୨୫ ମାମଲା ରୁଜୁ
qhour
Phulabani Town, Kandhamal | Jun 10, 2025
ଫୁଲବାଣୀ ସହର: ଦାରିଙ୍ଗବାଡ଼ି ବ୍ଲକ୍ ସିଆଙ୍ଗବାଲି ପଞ୍ଚାୟତରେ କୃଷିଋଣ ଜାଗରଣ ସପ୍ତାହ ପାଳନ ଅବସରରେ କୃଷକଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି
arunkshadangi40
Phulabani Town, Kandhamal | Jun 9, 2025
ଫୁଲବାଣୀ ସହର: ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଶିବମନ୍ଦିର କୂଅରେ ଏକ ଛେଳିକୁ ଉଦ୍ଧାର କରିବାକୁ ଯାଇ ଲୁଦି ପ୍ରଧାନ ପ୍ରାୟ ୩ ଘଣ୍ଟା ଧରି କୂଅରେ ଫଶି ରହିଲେ
arunkshadangi40
Phulabani Town, Kandhamal | Jun 9, 2025
ଫୁଲବାଣୀ ସହର: ଜି ଉଦୟଗିରି ଠାରେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ ଭଗବାନ ବିର୍ସା ମୁଣ୍ଡାଙ୍କ ପୂଣ୍ୟତିଥୀ ପାଳନ
arunkshadangi40
Phulabani Town, Kandhamal | Jun 9, 2025
ଫୁଲବାଣୀ ସହର: ଫୁଲବାଣି ଠାରେ SC/ST ଜିବନ ଜିବିକା ପାଇଁ କଣ କଣ ରହିଛି ପଦକ୍ଷେପ ମତାମତ ରଖିଛନ୍ତି ଫୁଲବାଣି ITDA PA ଗଦାଧର ପାତ୍ର
qhour
Phulabani Town, Kandhamal | Jun 9, 2025
Load More
Contact Us
Your browser does not support JavaScript!