Latest News in Phulabani Town (Local videos)
ଫୁଲବାଣୀ ସହର: ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ସାର୍ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଧନା ଟିକାବାଲି ଠାରେ ଅନୁଷ୍ଠିତ ହୋଇଛି
Phulabani Town, Kandhamal | Jun 30, 2025
arunkshadangi40
Follow
Share
Next Videos
ଫୁଲବାଣୀ ସହର: ସାରଙ୍ଗଗଡ ପୋଲିସ ସହର ଅଞ୍ଚଳ ରେ ବିନା ହେଲମେଟ ରେ ବାଇକ୍ ଚଲାଇବା,ଆବଶ୍ୟକୀୟ କାଗଜପତ୍ର ନ ଥିବା ଯୋଗୁଁ ତିନୋଟି ମାମଲା ରୁଜୁ କରିଛି
arunkshadangi40
Phulabani Town, Kandhamal | Jun 30, 2025
ଫୁଲବାଣୀ ସହର: ଗେରୁପଡା ଠାରେ ରାସ୍ତା ନଥିବାରୁ ଶବକୁ ଏକ ପାଣି ରାସ୍ଥା ରେ ନେଇ ରାସ୍ତା ଦାବି କରିଛନ୍ତି ଗ୍ରାମବାସୀ
qhour
Phulabani Town, Kandhamal | Jun 30, 2025
ଫୁଲବାଣୀ ସହର: ଜିଲ୍ଲାର ବିଭିନ୍ନ ମାଉସୀ ମା' ମନ୍ଦିରରେ ନୃସିଂହ ଅବତାରରେ ଦର୍ଶନ ଦେଲେ ମହାପ୍ରଭୁ, ହଜାର ହଜାର ଭକ୍ତଙ୍କ ସମାଗମ
arunkshadangi40
Phulabani Town, Kandhamal | Jun 30, 2025
ଫୁଲବାଣୀ ସହର: ବାଲିଗୁଡ଼ା ଠାର ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟୀକାଳୀନ ଉତ୍ସବ ଅନୁଷ୍ଠିତ
qhour
Phulabani Town, Kandhamal | Jun 30, 2025
ଫୁଲବାଣୀ ସହର: ମଦ ପିଇ ଦୃତ ଗତିରେ ଟିକାବାଲି ସହର ରେ ବାଇକ୍ ଚଲାଇବା ନେଇ ଟିକାବାଲି ପୋଲିସ ଦୁଇଟି ବାଇକ୍ କୁ ନିଜ ଅକ୍ତିଆର କୁ ଆଣି ଦୁଇଟି ମାମଲା ରୁଜୁ କରିଛ
arunkshadangi40
Phulabani Town, Kandhamal | Jun 30, 2025
ଫୁଲବାଣୀ ସହର: ତୁମୁଡିବନ୍ଧ ଠାରେ ଅଳିଆ ଆବର୍ଜନା ରେ ଭରପୁର ତୁମୁଡିବନ୍ଧ ହାଟ ପିଣ୍ଡି ଅସନ୍ତୋଷ ବ୍ୟକ୍ତ କଲେ ହାଟ ବ୍ୟବସାୟୀ
#jansamasya
qhour
Phulabani Town, Kandhamal | Jun 30, 2025
ଫୁଲବାଣୀ ସହର: ଗସମାହା ରେ ନାବାଳିକା ର ମୃତ ଦେହ ଉଦ୍ଧାର ପରେ ଚକାପାଦ ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି
arunkshadangi40
Phulabani Town, Kandhamal | Jun 30, 2025
ଫୁଲବାଣୀ ସହର: ଫୁଲବାଣୀ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ 31ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ
qhour
Phulabani Town, Kandhamal | Jun 30, 2025
ଫୁଲବାଣୀ ସହର: ଫୁଲବାଣୀ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ବର୍ଦ୍ଧିତ ଭତ୍ତା ପାଇଁ ଦାବି କଲେ ବୃଦ୍ଧା ଚମ୍ପାବତି ପ୍ରଧାନ
qhour
Phulabani Town, Kandhamal | Jun 30, 2025
ଫୁଲବାଣୀ ସହର: ଫୁଲବାଣୀ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ଠାରେ ଅଭିଯୋଗ କରିଛନ୍ତି ଭ୍ରାମ୍ୟମାଣପ୍ରସବ ଯାନ, ସ୍ୱସ୍ଥ୍ୟ କର୍ମୀ
qhour
Phulabani Town, Kandhamal | Jun 30, 2025
ଫୁଲବାଣୀ ସହର: ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ କଚ୍ଛପ ଅବତାର ଦର୍ଶନ
qhour
Phulabani Town, Kandhamal | Jun 29, 2025
ଫୁଲବାଣୀ ସହର: ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ସଭାଗୃହରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ
arunkshadangi40
Phulabani Town, Kandhamal | Jun 29, 2025
ଫୁଲବାଣୀ ସହର: ଫୁଲବାଣୀ ର ଜିଲ୍ଲାପରିଷଦ ସଭାଗୃହ ଠାରେ 19ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ହଇଯାଇଛି
qhour
Phulabani Town, Kandhamal | Jun 29, 2025
ଫୁଲବାଣୀ ସହର: ଗଷମାହ। ନିକଟ ଜଙ୍ଗଲ ରେ ଜଣେ ନାବାଳିକା ର କଙ୍କାଳ ଖପୁରି ଉଦ୍ଧାର କରିଛି ଚକାପାଦ ପୋଲିସ
arunkshadangi40
Phulabani Town, Kandhamal | Jun 29, 2025
ଫୁଲବାଣୀ ସହର: ଚକାପାଦ ଥାନାର ଭୀମସେନ ଦିଗାଲ ମଦ ବିକ୍ରି କରୁଥିବା ଅଭିଯୋଗ ରେ ପୋଲିସ ଧରିବା ସହ ମଦ ଜବତ କରି ମାମଲା ରୁଜୁ କରିଛି
arunkshadangi40
Phulabani Town, Kandhamal | Jun 29, 2025
ଫୁଲବାଣୀ ସହର: ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ମା'ପଟ୍ଟାଖଣ୍ଡା ବଣିକ ସଂଘର ନୂଆ କର୍ମକର୍ତ୍ତା ଚୟନ, ଦୁଇ ବର୍ଷ ପାଇଁ ଦାୟିତ୍ୱ ଗ୍ରହଣ କଲେ
arunkshadangi40
Phulabani Town, Kandhamal | Jun 29, 2025
ଫୁଲବାଣୀ ସହର: କ.ନୂଆଗାଁରେ ଚୋରଙ୍କ ଉପଦ୍ରବ, ରାମେଶ୍ୱର ମନ୍ଦିରରେ ଚୋରି କରିବାକୁ ଉଦ୍ୟମ ଅଭିଯୋଗ
qhour
Phulabani Town, Kandhamal | Jun 29, 2025
ଫୁଲବାଣୀ ସହର: ଫୁଲବାଣୀ ଠାରେ କ୍ଷୁଦ୍ର ଜଳସେଚନ ମଣ୍ଡଳର ନୁତନ କାଯ୍ୟାଳୟ ର ଭିତିପ୍ରସ୍ଥର ସ୍ଥାପନ କାଯ୍ୟକ୍ରମ ରେ ଯଗ ଦେଲେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ
qhour
Phulabani Town, Kandhamal | Jun 29, 2025
ଫୁଲବାଣୀ ସହର: ଫୁଲବାଣୀ ଗାନ୍ଧିସ୍ମୁତି ଭବନଠାରେ ବିଜ୍ଞାନ ଶିକ୍ଷକ, ଶିକ୍ଷୟତ୍ରୀ ଫରମ କନ୍ଧମାଳ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ 2025 ଅନୁଷ୍ଠିତ
qhour
Phulabani Town, Kandhamal | Jun 29, 2025
ଫୁଲବାଣୀ ସହର: ତୁମୁଡିବନ୍ଧ ମେଡିକାଲ ରେ ଏକ ନୁଆପଡା ଅଞ୍ଚଳ ଜଣେ ଯୁବକ ଙ୍କ ମୁତ୍ୟ ପରେ ତୁମୁଡିବନ୍ଧ ଥାନାରେ 8/2025 ଅପମୁତ୍ୟୁ ମାମଲା ରୁଜୁ ହଇଛି,
qhour
Phulabani Town, Kandhamal | Jun 29, 2025
ଫୁଲବାଣୀ ସହର: ବାଲିଗୁଡା ଥାନା ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସିମନବାଡିର ଅସହ ନାୟକ
qhour
Phulabani Town, Kandhamal | Jun 28, 2025
ଫୁଲବାଣୀ ସହର: ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଏକ ବୈଠକ ଜି ଉଦୟଗିରି ଠାରେ ଅନୁଷ୍ଠିତ ହୋଇଛି
arunkshadangi40
Phulabani Town, Kandhamal | Jun 28, 2025
ଫୁଲବାଣୀ ସହର: ବାଲିଗୁଡା ଠାରେ ଗାଡି ମେକାନିକ ସୁରେଷ ଅମାୟତ ନିଖୋଜ
qhour
Phulabani Town, Kandhamal | Jun 28, 2025
ଫୁଲବାଣୀ ସହର: କନ୍ଧମାଳ ରେ ଆଜି ତିନି ଠାକୁର ମାଉସୀମା ମନ୍ଦିର କୁ କଲେ ପ୍ରବେଶ,ସନ୍ଧ୍ୟା ସମୟରେ ତିନି ଠାକୁର ଙ୍କୁ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ
arunkshadangi40
Phulabani Town, Kandhamal | Jun 28, 2025
Load More
Contact Us
Your browser does not support JavaScript!