Latest News in Odisha (Local videos)

କଣ୍ଟାମାଳ: କୁରୁମ ପଦର ରବି ଧାନ କ୍ରୟ କେନ୍ଦ୍ରକୁ ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ

Kantamal, Boudh (Bauda) | Jun 14, 2025
pandajitu167
pandajitu167 status mark
Share
Next Videos
କେନ୍ଦୁଝର ସହର: କେନ୍ଦୁଝର ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଆଜି ବିଶ୍ବ ରକ୍ତଦାତା ଦିବସ ଡିଟିୟୁ ପ୍ରେକ୍ଷାଳୟ ଠାରେ ବିଶ୍ଵ ରକ୍ତଦାତା ଦିବସ ପାଳନ

usr04050397 status mark
Kendujhar Town, Kendujhar | Jun 14, 2025
ସୁନ୍ଦରଗଡ ସହର: ବିଶ୍ବ ରକ୍ତଦାତା ଦିବସ ଉପଲକ୍ଷେ ସ୍ଥାନୀୟ ଶଙ୍କର ମେରେଜ ହଲରେ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

kishore85153 status mark
Sundargarh Town, Sundargarh | Jun 14, 2025
ରାୟଗଡା: ଆଗାମୀ ୩ଦିନ ରାଜ୍ୟର ୩୦ଜିଲରେ ବର୍ଷା ସହ ବିଜୁଳୀ ଘଡଘଢି ହେବା ସହ ରାୟଗଡ଼ା ଜିଲ୍ଲା କୁ ୟଲୋ ୱାରନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପଗ ବିଭାଗ

rabindranath0321 status mark
Rayagada, Rayagada | Jun 14, 2025
କୋରାପୁଟ ସହର: କୋରାପୁଟ ବନଖଣ୍ଡ କାର୍ଯ୍ୟାଳୟରେ ବିକାଶ ବାହନ ଯାତ୍ରା ଗାଡ଼ି ସହ ଗୋଷ୍ଠୀଗତ ସମ୍ମିଳନୀ ଓ ନିୟନ୍ତ୍ରଣ କକ୍ଷ ଶୁଭାରମ୍ଭ କଲେ ମନ୍ତ୍ରୀ

publicnewskoraput status mark
Koraput Town, Koraput | Jun 14, 2025
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପାଣିପାଗ ସ୍ଥିତି ନେଇ ଭୁବନେଶ୍ୱର ପାଣିପାଗ ଅଫିସରେ ପ୍ରତିକ୍ରିୟା ରଖିଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି

khabarbhubaneswar status mark
Bhubaneswar M Corp, Khordha | Jun 14, 2025
ଆନନ୍ଦପୁର: ହାଟଡିହି ହାଇସ୍କୁଲ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

kishoreacharya status mark
Anandapur, Kendujhar | Jun 14, 2025
କଟକ ପୌରାଞ୍ଚଳ: ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ranjannanda71 status mark
Cuttack M Corp PS, Cuttack | Jun 14, 2025
କୋରାପୁଟ ସହର: କୋରାପୁଟରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର

କୋରାପୁଟ ସହର: କୋରାପୁଟରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର

publicnewskoraput status mark
Koraput Town, Koraput | Jun 14, 2025
ନୟାଗଡ: ଗଣିଆ ପାଣ୍ଡରାସିଂହା ଗ୍ରାମରେ ସାମାନ୍ୟ ବଚସା ରୁ ସାଙ୍ଗକୁ ଛୁରି ଭୁଷି ହତ୍ୟା କଲା ସାଙ୍ଗ

ନୟାଗଡ: ଗଣିଆ ପାଣ୍ଡରାସିଂହା ଗ୍ରାମରେ ସାମାନ୍ୟ ବଚସା ରୁ ସାଙ୍ଗକୁ ଛୁରି ଭୁଷି ହତ୍ୟା କଲା ସାଙ୍ଗ

ranjannanda71 status mark
Nayagarh, Nayagarh | Jun 14, 2025
ଲାଞ୍ଜିଗଡ: ଥୁଆମୂଳ ପଞ୍ଚାୟତ ଠାରେ ବିକାଶ ବାହନର ସ୍ବାଗତ ଓ ଜନସଭା ଅନୁଷ୍ଠିତ

rabindra.mishra744 status mark
Lanjigarh, Kalahandi | Jun 14, 2025
ଯାଜପୁର: ଜିଲ୍ଲାରେ କୋଲେରା ରୋଗୀ ଚିହ୍ନଟ ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପହଞ୍ଚିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡି ବୃନ୍ଦା

newsjajpur9124 status mark
Jajapur, Jajpur | Jun 14, 2025
କେନ୍ଦ୍ରାପଡା: ବଡଓଲରା ଗ୍ରାମର ଚକ୍ରଧର ପ୍ରଧାନଙ୍କ ଦେହାନ୍ତ ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟିଲେ ରାଜନଗର ବିଧାୟକ

nihar20051981 status mark
Kendrapara, Kendrapara | Jun 14, 2025
ବରଗଡ: ଶ୍ରୀ ଧାମ ଅଞ୍ଚଳରେ ଟ୍ରାନ୍ସଫର୍ମରରୁ କଏଲ ଓ ତେଲ ଚୋରି ହୋଇଥିବା ଘଟଣାକୁ ନେଇ ଟାଉନ ପୋଲିସ ଓ ଡଗ ସ୍କାର୍ଡ ପହଞ୍ଚିଲେ ଘଟଣା ସ୍ଥଳକୁ

bargarhdist.news status mark
Bargarh, Bargarh (Baragarh) | Jun 14, 2025
ଜି ଉଦୟଗିରି: ପାବୁରିଆରୁ ଜି ଉଦୟଗିରି ରାସ୍ତାରେ ଦବିଲା ମାଲ ବୋଝେଇ ଟ୍ରକ, ଯାତାୟତ ବାଧାପ୍ରାପ୍ତ

arunkshadangi40 status mark
G Udayagiri, Kandhamal | Jun 14, 2025
ମାଲକାନଗିରି: ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ପାଇଁ  ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ମହିଳା ସଶକ୍ତିକରଣ ସମ୍ମିଳନୀ ଅନୁଷ୍ଠିତ

prashantakumar79 status mark
Malkangiri, Malkangiri | Jun 14, 2025
ଭୋଗରାଇ: ତାଳସାରୀ ପାନ୍ଥନିବାସ ପକ୍ଷରୁ ପାଳିତ ହେଲା ରଜ ପର୍ବ

sabitagiri934 status mark
Bhograi, Balasore | Jun 14, 2025
କେନ୍ଦ୍ରାପଡା: ମହୁଲିଆ ଗ୍ରାମପଞ୍ଚାୟତ ରାଜଗଡ଼ ଆମ୍ବତୋଟାରେ ହଂସୁଆ କଳା ପ୍ରତିଷ୍ଠାନ ଦ୍ବାରା ଆୟୋଜିତ ୪ର୍ଥ ବାର୍ଷିକ ରଜ ମହୋତ୍ସବରେ ରାଜନଗର ବିଧାୟକ

କେନ୍ଦ୍ରାପଡା: ମହୁଲିଆ ଗ୍ରାମପଞ୍ଚାୟତ ରାଜଗଡ଼ ଆମ୍ବତୋଟାରେ ହଂସୁଆ କଳା ପ୍ରତିଷ୍ଠାନ ଦ୍ବାରା ଆୟୋଜିତ ୪ର୍ଥ ବାର୍ଷିକ ରଜ ମହୋତ୍ସବରେ ରାଜନଗର ବିଧାୟକ

nihar20051981 status mark
Kendrapara, Kendrapara | Jun 14, 2025
ଯାଜପୁର: ବ୍ୟାସନଗର ପୌର ପରିଷଦର ବିଭିନ୍ନ ଅଂଚଳରେ ଧୂମ ଧାମର ସହିତ ରଜ ଉତ୍ସବ ପାଳିତ, ଅନେକ ଝିଅ ବହୁ ରଜ ଉତ୍ସବରେ ମସଗୁଲ

ଯାଜପୁର: ବ୍ୟାସନଗର ପୌର ପରିଷଦର ବିଭିନ୍ନ ଅଂଚଳରେ ଧୂମ ଧାମର ସହିତ ରଜ ଉତ୍ସବ ପାଳିତ, ଅନେକ ଝିଅ ବହୁ ରଜ ଉତ୍ସବରେ ମସଗୁଲ

newsjajpur9124 status mark
Jajapur, Jajpur | Jun 14, 2025
ଜଗତସିଂହପୁର: ଗଜରାଜପୁର ମାଳିତୋଟା ଠାରେ ଦ୍ୱିତୀୟ ବାର୍ଷିକ ରଜ ମହୋତ୍ସବ ବହୁଆଡମ୍ବରରେ ପାଳିତ

firstnews2024 status mark
Jagatsinghapur, Jagatsinghpur | Jun 14, 2025
ଘସିପୁରା: ମରେଇଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର, ମେଡିକାଲରେ ଭର୍ତ୍ତି

ଘସିପୁରା: ମରେଇଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର, ମେଡିକାଲରେ ଭର୍ତ୍ତି

usr04050397 status mark
Ghasipura, Kendujhar | Jun 14, 2025
ପୁରୀ ମ୍ୟୁନିସିପାଲଟି: ମହାପ୍ରଭୁଙ୍କ dଦିବ୍ୟାଙ୍ଗଙ୍କ ପାଇଁ ହବ ସ୍ୱତନ୍ତ୍ର ବ୍ୟବସ୍ଥା, ଶ୍ରୀମନ୍ଦିର କାଯ୍ୟଳୟରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l

malliksaroj28 status mark
Puri M, Puri | Jun 14, 2025
ଯାଜପୁର: ଜିଲ୍ଲରେ 21 ନମୁନାରୁ ୧୧ ଜଣ କଲେରା ପଜିଟିଭ ଚିନ୍ହଟ, ଯାଜପୁର ଟାଉନ କାର୍ଯ୍ୟାଳୟରେ ସୂଚନା ଦେଲେ ଜିଲ୍ଲା ଚିକିତ୍ସା ଅଧିକାରୀ

ଯାଜପୁର: ଜିଲ୍ଲରେ 21 ନମୁନାରୁ ୧୧ ଜଣ କଲେରା ପଜିଟିଭ ଚିନ୍ହଟ, ଯାଜପୁର ଟାଉନ କାର୍ଯ୍ୟାଳୟରେ ସୂଚନା ଦେଲେ ଜିଲ୍ଲା ଚିକିତ୍ସା ଅଧିକାରୀ

newsjajpur9124 status mark
Jajapur, Jajpur | Jun 14, 2025
କାଲିମେଳା: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାକୁ  ଝଡ଼ବର୍ଷା,, ଝଡ଼ତୋଫାନ ଏବଂ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

jeyporekhabar status mark
Kalimela, Malkangiri | Jun 14, 2025
ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜୟ ଜର୍ଜଙ୍କ ପରଲୋକରେ ଶୋକ ସଭା ଅନୁଷ୍ଠିତ

sambalpurupdate status mark
Sambalpur M, Sambalpur | Jun 14, 2025
Load More
Contact Us