Latest News in Kamakshyanagar (Local videos)

କାମାକ୍ଷାନଗର: ତାଳଚେର ସ୍ଥିତ ହାଣ୍ଡିଧୁଆ ଗ୍ରାମରେ ମାଆ ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମରେ ଯୋଗଦେଲେ ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନ।

Kamakshyanagar, Dhenkanal | Jul 3, 2025
bhagirathimaharana31
bhagirathimaharana31 status mark
Share
Next Videos
କାମାକ୍ଷାନଗର: କୀର୍ତ୍ତନପୁର ଗ୍ରାମରେ ବର୍ଷାପାଇଁ ଘରଭାଙ୍ଗି ପଡିଥିବାର ଖବର ମିଳିବା ପରେ ବୁଧବାର ୨ଟାରେ ପହଂଚି ସ୍ଥିତି ଦେଖିଲେ ବିଧାୟକ ଶତ୍ରୁଘନ ଜେନା

dhenkanalknagar status mark
Kamakshyanagar, Dhenkanal | Jul 2, 2025
କାମାକ୍ଷାନଗର: କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମିଳୁଛି ଫର୍ମ ବୁଧବାର ୧ଟାରେ ସ୍ଥିତି ଅନୁଧ୍ୟାନ କଲେ ସହକାରୀ ଜିଲାପାଳ ଦୀପକ ମିଶ୍ର

କାମାକ୍ଷାନଗର: ବିଏମସି କାର୍ଯ୍ୟାଳୟରେ ଆକ୍ରମଣ ଓଏଏସ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାର ୧୨ଟାରେ କାମାକ୍ଷାନଗରରେ ଲୋକେ ରଖିଲେ ପ୍ରତିକ୍ରିୟା

କାମାକ୍ଷାନଗର: ଜିରିଡାମାଳି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ, ଯୋଗଦେଲେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ

Kamakshyanagar, Dhenkanal | Jul 1, 2025
କାମାକ୍ଷାନଗର: କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମଙ୍ଗଳବାର ୧୦ଟାରୁ ମିଳିଲା ଫର୍ମ ,ଅଭିଭାବକଙ୍କ ଲମ୍ବା ଧାଡି

କାମାକ୍ଷାନଗର: ସମାଟାଙ୍ଗି ଗାଁରେ ହାତୀପଲ ମଙ୍ଗଳବାର ୭ଟାରେ ବନ ବିଭାଗ ଘଉଡାଇବାକୁ କରୁଛି ଉଦ୍ୟମ

କାମାକ୍ଷାନଗର: ନୀଳକଣ୍ଠପୁର ଗାଁରେ ଶିଶୁ ଶ୍ରମିକ କାମ କରିବା ଘଟଣା, ବାଙ୍କୁଆଳ ଗାଁରେ ଜିଲ୍ଲାପାଳଙ୍କୁ ଅଭିଯୋଗ

Kamakshyanagar, Dhenkanal | Jun 30, 2025
କାମାକ୍ଷାନଗର: ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ ସୋମବାର ୧ଟାରେ କାମାକ୍ଷାନଗର ଏନଏସି କାର୍ଯ୍ୟାଳୟ ଆସି କଲେ ଗୁହାରି #jansamasya

କାମାକ୍ଷାନଗର: ବାଙ୍କୁଆଳ କଲ୍ୟାଣ ମଣ୍ଡପରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କାମାକ୍ଷାନଗର: ଆଳତୁମା ଗାଁର ଉପସଭାପତି ସନ୍ତୋଷ ମହାନ୍ତିଙ୍କ ଏକାଦଶାହ କାର୍ଯ୍ୟରେ ରବିବାର ୨ଟାରେ ଯୋଗଦେଲେ ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା

Kamakshyanagar, Dhenkanal | Jun 29, 2025
କାମାକ୍ଷାନଗର: କାମାକ୍ଷାନଗରରେ ଶୁକ୍ରବାର ୪ଟାରେ ରଥଯାତ୍ରା ଅନୁଷ୍ଠିତ ଯୋଗଦେଲେ ଶତାଧିକ ଭକ୍ତ

କାମାକ୍ଷାନଗର: କାମାକ୍ଷାନଗରରେ ଶୁକ୍ରବାର ୪ଟାରେ ରଥଯାତ୍ରା ଅନୁଷ୍ଠିତ ଯୋଗଦେଲେ ଶତାଧିକ ଭକ୍ତ

dhenkanalknagar status mark
Kamakshyanagar, Dhenkanal | Jun 27, 2025
କାମାକ୍ଷାନଗର: ରେକୁଳା ଗାଁରେ ସାମୁହିକ ଭାବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଶୁକ୍ରବାର ୨ଟାରେ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ

କାମାକ୍ଷାନଗର: ରେକୁଳା ପେଟ୍ରୋଲ ପମ୍ପରେ ରଥଯାତ୍ରା ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ, ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ

କାମାକ୍ଷାନଗର: ଭୁବନ ନିଲକଣ୍ଠପୁର ଗାଁ ନିକଟରେ ରାସ୍ତା ନିର୍ମାଣରେ ଶିଶୁ ଶ୍ରମିକ କରୁଛନ୍ତି କାମ ଗୁରୁବାର ୩ଟାରେ ଲୋକେ କଲେ ଅଭିଯୋଗ

Kamakshyanagar, Dhenkanal | Jun 26, 2025
କାମାକ୍ଷାନଗର: ମହାବିରୋଡ଼ ଗାଁରୁ ଗୁରୁବାର ୩ଟାରେ  ୭ଫୁଟର ଅଜଗର ସାପ ଉଦ୍ଧାର

କାମାକ୍ଷାନଗର: କାମାକ୍ଷାନଗର ମେଡ଼ିକାଲରେ ଗୁରୁବାର ୧୧ଟାରେ ଫଳ ବଣ୍ଟନ କରିବା ସହିତ ରୋଗୀଙ୍କ ସହିତ ଆଲୋଚନା କଲେ ବିଧାୟକ ଶତ୍ରୁଘନ ଜେନା

କାମାକ୍ଷାନଗର: ଭୁବନ ମେଡ଼ିକାଲରେ ଗୁରୁବାର ୯ଟାରେ ଫଳ ବଣ୍ଟନ କରିବା ସହିତ ରୋଗୀଙ୍କ ସହିତ ଆଲୋଚନା କଲେ ବିଧାୟକ ଶତ୍ରୁଘନ ଜେନା

କାମାକ୍ଷାନଗର: ଆଲୁଅଝରଣ କୋଈଲିପାଟଣା ନୂଆସାହି କ୍ଲବ ଘର ପାଖରୁ ହରିଣକୁ ଉଦ୍ଧାର କଲା ବନ ବିଭାଗ

Kamakshyanagar, Dhenkanal | Jun 25, 2025
କାମାକ୍ଷାନଗର: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କଳା ଦିବସ ପାଳିତ, ଉପସ୍ଥିତ ଥିଲେ ବିଧାୟକ ଶତ୍ରୁଘନ ଜେନା

କାମାକ୍ଷାନଗର: ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଓ ଛାତ୍ରୀ ନିର୍ଯ୍ୟାତନା ବିରୋଧରେ ବୁଧବାର ୧୦ଟାରେ ବିଜେଡି ତରଫରୁ ଆନ୍ଦୋଳନ ଉପସ୍ଥିତ ରହିଲେ ଏନଏସି ଅଧ୍ୟକ୍ଷ

କାମାକ୍ଷାନଗର: କାମାକ୍ଷାନଗର ସହର ମଧ୍ୟରୁ ବିଳମ୍ବିତ ରାତିରେ ବ୍ୟାଟେରୀ ଚୋରୀ ,ସିସିଟିଭିରେ ଦୃଶ୍ୟ କଏଦ ମଙ୍ଗଳବାର ୨ଟାରେ ଥାନାରେ ହେଲା ଅଭିଯୋଗ

Kamakshyanagar, Dhenkanal | Jun 24, 2025
କାମାକ୍ଷାନଗର: ସାପ କାମୁଡା ରୋଗୀଙ୍କୁ ନେଇ ମେଡ଼ିକାଲ ଯାଉଥିବା ୧୦୮ ଆମ୍ବୁଲାନ୍ସ ମହୁଲପାଳ ଠାରେ ଅଚଳ, ସମ୍ପର୍କୀୟ ରଖିଲେ ପ୍ରତିକ୍ରିୟା

କାମାକ୍ଷାନଗର: ଏକୁଲ ଗାଁରେ ଜନନୀ ଯନ୍ତ୍ରଣା, ପିଛୁଳି ନାଳ ପାରି ହୋଇ ଷ୍ଟ୍ରେଚରରେ ବୁହାହୋଇ ଆସିଲେ ପ୍ରସୂତି, ସମ୍ପର୍କୀୟଙ୍କ ପ୍ରତିକ୍ରିୟା

କାମାକ୍ଷାନଗର: ଭୁବନରେ ସୋମବାର ୨ଟାରେ ଗୋଷ୍ଠୀ କୃଷକ ପରାମର୍ଶ(ଆତ୍ମା ) କମିଟିର   ସଭାପତି  ଭାବେ ଜଗବନ୍ଧୁ  ପୃଷ୍ଟି ନିର୍ବାଚିତ ହୋଇଛନ୍ତି

Kamakshyanagar, Dhenkanal | Jun 23, 2025
Load More
Contact Us