ଭଟଲି: ଭଟଲୀ ଅଂଚଲରେ ବିଦ୍ୟୁତ କାଟ ଯୋଗୁଁ ଚାଷୀଙ୍କ ଚାଷ କରିଥିବା ଧାନ ମରିବା ଅବସ୍ଥାରେ,ଏନେଇ ତହସିଲଦାରଙ୍କୁ ଚାଷୀ ଦେଲେ ଦାବିପତ୍ର
#jansamasya
Bhatli, Bargarh (Baragarh) | Apr 28, 2025
harishbhoi
Follow
Share
Next Videos
ଭଟଲି: ଗୌଡଗାଁ ର ପଂଚାୟତ ହାଇସ୍କୁଲ ପରିସରରେ ଆଜି NDRF ତରଫରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
harishbhoi
Bhatli, Bargarh (Baragarh) | Apr 28, 2025
ଭଟଲି: ପଶ୍ଚିମଓଡିଶାର ଶ୍ରୀକ୍ଷେତ୍ର ଦଧିବାମନ ମନ୍ଦିର ରୂ ଆଜି ପ୍ରତିବର୍ଷ ଭଲି ଆଜି ଧ୍ବଜା ନିଆଯାଇ ଚକ୍ର ପୁଷ୍କରିଣୀ ର ମନ୍ଦିର ରେ ସ୍ଥାପନ କରିଗଲା
harishbhoi
Bhatli, Bargarh (Baragarh) | Apr 27, 2025
ଭଟଲି: ହଲଦୀପାଲୀ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଗତକାଲୀ କରାମାଡ ରେ ଚାଷୀଙ୍କ ବହୁ ଧାନଫସଲ ନଷ୍ଟ , ଦେଖନ୍ତୁ ଆଜି ଚାଷୀଙ୍କ ପ୍ରତିକ୍ରିୟା
harishbhoi
Bhatli, Bargarh (Baragarh) | Apr 27, 2025
ଭଟଲି: ବିଜେପି କାର୍ଯ୍ୟାଳୟରେ ବିଭିନ୍ନ ଗ୍ରାମର ଜନସାଧାରଣଙ୍କ ସମସ୍ୟା ବୁଝିଲେ ସ୍ଥାନୀୟ ବିଧାୟକ
harishbhoi
Bhatli, Bargarh (Baragarh) | Apr 26, 2025
ଭଟଲି: ପହଲଗାମରେ ମୃତ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଭଟଲୀରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଦେଲେ ସମାଜସେବୀ ସଙ୍ଗଠନ ଓ ନବଜୀବନ ଚିକିତ୍ସାଳୟ ସଦସ୍ଯ
harishbhoi
Bhatli, Bargarh (Baragarh) | Apr 25, 2025
ଭଟଲି: ଭଟଲୀ ବ୍ଲକର ଅନେକ ଗ୍ରାମରେ ଚାଷୀଙ୍କ ଡାଲୁଅ ଧାନ ଅର୍ଦ୍ଧାଧିକ ମରିବା ଅବସ୍ଥାରେ, ଦେଖନ୍ତୁ ଚାଷୀଙ୍କ ଏ ସଂପର୍କିତ ମତାମତ
#jansamasya
harishbhoi
Bhatli, Bargarh (Baragarh) | Apr 25, 2025
ଭଟଲି: ଅନ୍ତପାଲୀ ଗ୍ରାମରେ ଆଜି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭୁମିପୂଜନ କଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 25, 2025
ଭଟଲି: ଜଡା ଗ୍ରାମରେ ନୁତନ ମାଁ ଦୁର୍ଗାଙ୍କ ମଣ୍ଡପ ପାଇଁ ଆଜି ଭୁମିପୂଜନ କଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 24, 2025
ଭଟଲି: ଭଟଲୀ ବ୍ଲକ କାର୍ଯ୍ୟାଲୟ ପରିସରରେ ଆଜି ପଂଚାୟତିରାଜ୍ ଦିବସ ପାଳିତ ହୋଇଛି, ମୁଖ୍ଯ ଅତିଥି ଭାବେ ଯୋଗଦାନ କଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 24, 2025
ଭଟଲି: ବରଗଡ ଜିଲ୍ଲାପାଳ କନଫରେନ୍ସ ହଲ ରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ରୋଗିକଲ୍ୟାଣ ସମିତି ପରିଷଦ ପରିଚାଲନା ବୈଠକ ରେ ଯୋଗଦେଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 23, 2025
ଭଟଲି: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଭଟଲୀରେ ଦଧିବାମନ କୃଷକ ସଙ୍ଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
harishbhoi
Bhatli, Bargarh (Baragarh) | Apr 23, 2025
ଭଟଲି: ଭଟଲୀ ର ବିଜେପି କାର୍ଯ୍ୟାଳୟରେ ଆଜି ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣଙ୍କ ସମସ୍ୟାର ଡନଶୁଣାଶୀ କଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 22, 2025
ଭଟଲି: ଭଟଲୀ ର ଦଧିବାମନ ମନ୍ଦିର ପରିସରରେ ଚାଲିଥିବା ଅଖଣ୍ଡ ନାମଯଜ୍ଞ ଆଜି ଉଦଯାପିତ ହୋଇଛି, ଉଦଯାପନୀ ସମୟରେ ଯୋଗଦେଲେ ହଜାର ହଜାର ଭକ୍ତ
harishbhoi
Bhatli, Bargarh (Baragarh) | Apr 20, 2025
ଭଟଲି: ତରାଜୁଙ୍ଗା ଗ୍ରାମରେ ଚାଲିଥିବା ଅଖଣ୍ଡ ନାମଯଜ୍ଞରେ ଯୋଗଦେଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 20, 2025
ଭଟଲି: ଭଟଲୀ ବିଜେପି କାର୍ଯ୍ୟାଳୟରେ ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣଙ୍କ ସମସ୍ୟାର ଜନଶୁଣାଣୀ କଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 18, 2025
ଭଟଲି: ଭଟଲୀ ର ଦଧିବାମନ ମନ୍ଦିର ନିକଟରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଆଜି ବିରାଟ କଲସଯାତ୍ରା ଅନୁଷ୍ଠିତ, ଯୋଗଦାନ କଲେ ହଜାର ହଜାର ମହିଲା ଭକ୍ତ
harishbhoi
Bhatli, Bargarh (Baragarh) | Apr 18, 2025
ଭଟଲି: ଭଟଲୀ ବିଜେପି କାର୍ଯ୍ୟାଲୟରେ ଆଜି ବିଭିନ୍ନ ବ୍ଳକରୁ ଆସିଥିବା ଜନସାଧାରଣଙ୍କ ସମସ୍ୟାର ଜନଶୁଣାଣୀ କଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 17, 2025
ଭଟଲି: ସୁକୁଡା ଗ୍ରାମରେ ହନୁମାନ ମନ୍ଦିର ଓ କରମସାନୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ମହାସମାରୋହ ରେ ଉଦଯାପିତ ହୋଇଛି, ଯୋଗଦେଲେ ହଜାର ହଜାର ଭକ୍ତ
harishbhoi
Bhatli, Bargarh (Baragarh) | Apr 16, 2025
ଭଟଲି: ଉର୍ଦୁନା ଗ୍ରାମରେ ଚାଲିଥିବା ଅଖଣ୍ଡ ନାମଯଜ୍ଞ ରେ ଆଜି ଯୋଗଦାନ କଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 16, 2025
ଭଟଲି: ଭଟଲୀ ବସଷ୍ଟାଣ୍ଡ ନିକଟରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞରେ ଆଜି ଭଟଲୀ ବିଧାୟକ ଯୋଗଦାନ କରି ନାମ ସଂକୀର୍ତ୍ତନ ପରିବେଷଣ କଲେ
harishbhoi
Bhatli, Bargarh (Baragarh) | Apr 15, 2025
ଭଟଲି: ଭଟଲୀ ରେ ଆଜି ହନୁମାନ ଜୟନ୍ତି ଉପଲକ୍ଷେ ବିଶାଲ ଶୋଭାଯାତ୍ରା ଅନୁଷ୍ଠିତ, ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ , ଯୋଗଦେଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 14, 2025
ଭଟଲି: ଭଟଲୀରେ ପ୍ରସିଦ୍ଧ ମା' ସମଲେଶ୍ବରୀଙ୍କ ମନ୍ଦିରରେ ବୈଶାଖ ମାସର ପ୍ରଥମ ଦିନରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ, ହଜାର ହଜାର ଭକ୍ତଙ୍କ ସମାଗମ
harishbhoi
Bhatli, Bargarh (Baragarh) | Apr 13, 2025
ଭଟଲି: ଭଟଲୀ ରେ ଇଷ୍ଟଦେବୀ ଜଗଦମ୍ବା ମାଁ ବାଉତି ଙ୍କ ଚଇତି ପୁଜା ଆଜି ମହାସମାରୋହରେ ପାଳିତ ହୋଇଛି , ଯୋଗଦାନ କଲେ ହଜାର ହଜାର ଭକ୍ତ
harishbhoi
Bhatli, Bargarh (Baragarh) | Apr 12, 2025
ଭଟଲି: ଭଟଲୀ ବିଜେପି କାର୍ଯ୍ୟାଲୟରେ ଆଜି ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣଙ୍କ ସମସ୍ୟାର ଜନଶୁଣାଣୀ କଲେ ଭଟଲୀ ବିଧାୟକ
harishbhoi
Bhatli, Bargarh (Baragarh) | Apr 11, 2025
Load More
Contact Us
Your browser does not support JavaScript!