Latest News in Bhadrak Rural (Local videos)
ଭଦ୍ରକ ଗ୍ରାମାଞ୍ଚଳ: ମତୋ ଫାଣ୍ଡି ନିକଟରେ ଟ୍ରାକ୍ଟର ଧକ୍କା ଦେଲା ସ୍କୁଟି , ସ୍କୁଟି ଚାଳକ ଗୁରୁତର।
Bhadrak Rural, Bhadrak | Jul 3, 2025
debakanta611
Follow
Share
Next Videos
ଭଦ୍ରକ ଗ୍ରାମାଞ୍ଚଳ: ବର୍ଦ୍ଧିତ ଦର ଓ ପ୍ରାପ୍ଯ ମିଳିବାରେ ବିଳମ୍ବ ନେଇ ହନ୍ତସନ୍ତ ହେଉଛନ୍ତି ଦୁଗ୍ଧ ଚାଷୀ। ମତପ୍ରକାଶ କରିଛନ୍ତି ନିରଞ୍ଜନ ମଲ୍ଲିକ।
debakanta611
Bhadrak Rural, Bhadrak | Jul 3, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଖରିଫ ଋତୁ 25-26 ପାଇଁ କୃଷି ରଣନୀତି ବୈଠକ ଅନୁଷ୍ଠିତ
subhrakantar
Bhadrak Rural, Bhadrak | Jul 3, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲାରେ କମୁଛି ନଦୀର ଜଳସ୍ତର, ବଢୁଛି ଦୁର୍ଦ୍ଦଷା,, ଜିଲ୍ଲାପାଳ ରଖିଲେ ପ୍ରତିକ୍ରିୟା
subhrakantar
Bhadrak Rural, Bhadrak | Jul 3, 2025
ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲିରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, କାର୍ଯ୍ୟାଳୟରେ ଏସପିଙ୍କୁ ଭେଟିଲେ ଭଦ୍ରକର କାର୍ଯ୍ୟରତ ସାମ୍ବାଦିକ
subhrakantar
Bhadrak Rural, Bhadrak | Jul 3, 2025
ଭଦ୍ରକ ଗ୍ରାମାଞ୍ଚଳ: ଗୁଆମାଳ ଠାରେ ଆୟୁଷ୍ମାନ ଆରୋଗ୍ୟ ଯୋଜନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନବନିର୍ମିତ ଗୃହର ଶୁଭ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
bhadrak_khabar
Bhadrak Rural, Bhadrak | Jul 3, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋକରା ଚାଉଳରେ ରୋଷେଇ ଘଟଣା, ତଦନ୍ତ କଲେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରିଣୀ
bhadrak_khabar
Bhadrak Rural, Bhadrak | Jul 3, 2025
ଭଦ୍ରକ ଗ୍ରାମାଞ୍ଚଳ: ତିହିଡି଼ ଅଞ୍ଚଳର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
bhadrak_khabar
Bhadrak Rural, Bhadrak | Jul 3, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସହର ପୋଷ୍ଟ ଅଫିସ ଛକରେ ଟାଟା ପାୱାର ସ୍ମାର୍ଟ ମିଟର ର ଦୁର୍ଗୁଣ ବଖାଣିଲେ ସମାଜ ସେବି
subhrakantar
Bhadrak Rural, Bhadrak | Jul 3, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ପାଇଁ ରୋଷେଇ ପାଇଁ ପୋକରା ଚାଉଳ ବ୍ୟବହାର କୁ ନେଇ ତୁମୁଳକାଣ୍ଡ
bhadrak_khabar
Bhadrak Rural, Bhadrak | Jul 2, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଧୂଷୁରୀ ନଦିଗାଁ ଉଛୁଳା ପୋଖରୀରେ ଚାଲିଗଲା ଦିବ୍ୟାଙ୍ଗ ଯୁବକଙ୍କ ଜୀବନ
subhrakantar
Bhadrak Rural, Bhadrak | Jul 2, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ରେ ସାଳନ୍ଦୀ ନଦୀରେ ବନ୍ଯା ଆସି ଭଦ୍ରକ ଅଞ୍ଚଳ ର ବହୁ ଜନଜୀବନ ପ୍ରଭାବିତ, ଜଳବନ୍ଦୀ ଥିବା ପରିବାରକୁ ଭେଟିଲେ ଭଦ୍ରକ ବିଧାୟକ।
debakanta611
Bhadrak Rural, Bhadrak | Jul 2, 2025
ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲିରେ ମଦ୍ଯପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ, ଗାଡିକୁ ଧକ୍କା ଦେଇ ଡ୍ରାଇଭର ଫେରାର
debakanta611
Bhadrak Rural, Bhadrak | Jul 2, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୌରପାଳିକା ଅନ୍ତର୍ଗତ ୩୦ ନମ୍ୱର ୱାର୍ଡ ଉତ୍ତରବାହିନୀ ପରିଡ଼ା ସାହିର ଲଘୁଚାପ ଜନିତ ବର୍ଷା ରେ ଗାଁ ରେ ପଶିଲା ପାଣି, ଲୋକେ ଭୟଭୀତ
bhadrak_khabar
Bhadrak Rural, Bhadrak | Jul 2, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୋଲିସ ଆକ୍ସନ ମୁଡ଼ରେ, ଦୁଇଦିନ ହେବ ବିକଟାଳ ଶବ୍ଦ କରୁଥିବା ବାଇକ ରୁ ଖୋଲିନେଲେ ସାଇଲେନସର।
debakanta611
Bhadrak Rural, Bhadrak | Jul 2, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ବେନ୍ତାଳ ରେ ବନ୍ୟା ଜଳରେ ବନ୍ଦୀ 50 ରୁ ଉର୍ଧ୍ଵ ପରିବାର
subhrakantar
Bhadrak Rural, Bhadrak | Jul 2, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୌରପାଳିକା ଦୁର୍ଗାପୁର ଠାରେ ସାଳନ୍ଦୀ ନଦୀ ରେ ଭାଙ୍ଗିଲା ବନ୍ଧ, ଲୋକେ ଭୟଭୀତ
subhrakantar
Bhadrak Rural, Bhadrak | Jul 2, 2025
ଭଦ୍ରକ ଗ୍ରାମାଞ୍ଚଳ: ଗତ ବିଳମ୍ବିତ ରାତିରେ ବଣିଆ ସାହିର ପିର୍ ବାବାଙ୍କ ହୁଣ୍ଡିରୁ ଚୋରି ଉଦ୍ୟମ ବେଳେ ଚୋରକୁ କାବୁ କଲେ ଗ୍ରାମବାସୀ
bhadrak_khabar
Bhadrak Rural, Bhadrak | Jul 2, 2025
ଭଦ୍ରକ ଗ୍ରାମାଞ୍ଚଳ: ମୋଟାଲ ଛକ ସ୍ଥିତ ଏକ ଘରୋଇ ନର୍ସିଙ୍ଗହୋମରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ
subhrakantar
Bhadrak Rural, Bhadrak | Jul 2, 2025
ଭଦ୍ରକ ଗ୍ରାମାଞ୍ଚଳ: ସଦର ମହକୁମା ଠାରେ ଓଏଏସ ଅଧିକାରୀଙ୍କ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ
bhadrak_khabar
Bhadrak Rural, Bhadrak | Jul 1, 2025
ଭଦ୍ରକ ଗ୍ରାମାଞ୍ଚଳ: ପାଣିରେ ଭାସୁଛି ମେଡିକାଲ୍ ପରିସର। ତେବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାନ୍ଦବାଲି ମେଡିକାଲ୍ ରେ
bhadrak_khabar
Bhadrak Rural, Bhadrak | Jul 1, 2025
ଭଦ୍ରକ ଗ୍ରାମାଞ୍ଚଳ: ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ଯା ରେ ଆରଡ଼ି ଅଞ୍ଚଳ ସମେତ ୪ ଟି ପଞ୍ଚାୟତ ରେ ଶହ ଶହ ହେକ୍ଟର ଚାଷଜମି ମାଡ଼ିଗଲା ବନ୍ୟାପାଣି।
debakanta611
Bhadrak Rural, Bhadrak | Jul 1, 2025
ଭଦ୍ରକ ଗ୍ରାମାଞ୍ଚଳ: ବି.ଏମ.ସି. ଅତିରିକ୍ତ କମିଶନର ଙ୍କୁ ଆକ୍ରମଣ ଘଟଣାକୁ ଭଦ୍ରକ ଓ.ଏ.ଏସ୍. ସଂଘ ତରଫରୁ ତୀବ୍ର ନିନ୍ଦା ସହ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
bhadrak_khabar
Bhadrak Rural, Bhadrak | Jul 1, 2025
ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲିରେ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବଦଳି ଉଦ୍ୟମକୁ ବିରୋଧ,ବିଧାୟକଙ୍କ ପ୍ରେସମିଟ
debakanta611
Bhadrak Rural, Bhadrak | Jul 1, 2025
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଟାଉନ ପୋଲିସ ପକ୍ଷରୁ ବିକଟାଳ ଶବ୍ଦ ଯୁକ୍ତ ବାଇକ ସାଇଲେନ୍ସର କୁ ଖୋଲିବା ସହ ଜବତ କଲା ପୋଲିସ
subhrakantar
Bhadrak Rural, Bhadrak | Jul 1, 2025
Load More
Contact Us
Your browser does not support JavaScript!