Latest News in Baripada Town (Local videos)
ବାରିପଦା ମ୍ୟୁନିସିପାଲଟି: ଉଦଳାର ଦକ୍ଷିଣ କାଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ଭୂମି ପୂଜନ ଓ ଶ୍ରୀ ଶ୍ରୀ ଶନିଦେବ ଙ୍କ ଶିଳା ସ୍ଥାପନ କାର୍ଯ୍ୟକ୍ରମରେ ଉଦଳା ବିଧାୟକଙ୍କ ଯୋଗଦାନ
Baripada M, Mayurbhanj | Jul 3, 2025
baripada_news
Follow
Share
Next Videos
ମୋରଡା: ରାସଗୋବିନ୍ଦପୁର ସଂରକ୍ଷିତ ଜଙ୍ଗଲରୁ ବାହାରି ଜମ୍ଭୀରାନଦୀ ଅତିକ୍ରମପରେ ବଡାମପୁର ଗାଁମୁହାଁ ଅଗ୍ରସର ହେଲେ ୨ଟି ବଣୁଆହାତୀ, ସତର୍କକଲା ବନବିଭାଗ
shantanupanda7
Muruda, Mayurbhanj | Jul 3, 2025
ବଡସାହି: ୨୦୧୭ମସିହାରେ ବୈଶିଙ୍ଗାଥାନାରେ ମହିଳା ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ରାୟ ଶୁଣାଇଲେ ବେତନଟୀ ଜେଏମଏଫସି କୋର୍ଟର ମାନ୍ୟବର ବିଚାରପତି
shantanupanda7
Barsahi, Mayurbhanj | Jul 3, 2025
ବଡସାହି: ବିଶ୍ରାମପୁର ଗାଁରେ ତାଲାଭାଙ୍ଗି ଦଶଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାରୂପା ଅଳଙ୍କାର ଚୋରି ଘଟଣାରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ତଦନ୍ତ
shantanupanda7
Barsahi, Mayurbhanj | Jul 3, 2025
ବାରିପଦା ମ୍ୟୁନିସିପାଲଟି: ବାହାଦୂରପୁର ଠାରେ ଘର ସମ୍ମୁଖରୁ ବାଇକ ଚୋରି; ବାରିପଦା ସଦର ଥାନାରେ ଅଭିଯୋଗ
baripada_news
Baripada M, Mayurbhanj | Jul 3, 2025
ବାଙ୍ଗିରିପୋଷି: ବାଙ୍ଗିରିପୋଷି ଠାରେ ଅର୍ଦ୍ଧ ନାରୀଶ୍ୱର ବେଶରେ ଦର୍ଶନ ଦେଲେ ମହାପ୍ରଭୁ
asit.sarangi74
Bangiriposi, Mayurbhanj | Jul 3, 2025
ବାରିପଦା ମ୍ୟୁନିସିପାଲଟି: ବାରିପଦାର ଲାଲବଜାର ସ୍ଥିତ ଆଡ଼ପ ମଣ୍ଡପରେ ବାଣ୍ଠିଆ ଜଗନ୍ନାଥଙ୍କ ନୃସିଂହ କାଳୀ ବେଶ ଅନୁଷ୍ଠିତ, ଶହ ଶହ ଭକ୍ତଙ୍କ ଭିଡ
baripada_news
Baripada M, Mayurbhanj | Jul 3, 2025
ବାରିପଦା ମ୍ୟୁନିସିପାଲଟି: ରଥ ପଡିଆ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ହିତାଧିକାରୀଙ୍କୁ ସହାୟତା ବଣ୍ଟନ
baripada_news
Baripada M, Mayurbhanj | Jul 3, 2025
ବାରିପଦା ମ୍ୟୁନିସିପାଲଟି: ନାଲକୋ ଛକରୁ ବାରିପଦା ବିଧାୟକଙ୍କ ଗାଡ଼ିରୁ ମଦ ଓ ଗଞ୍ଜେଇ ଜବତ ଘଟଣା, ଭୁବନେଶ୍ୱର ଠାରେ ପ୍ରତିକ୍ରିୟା ଦେଲେ ପୂର୍ବତନ ଉପ ବାଚସ୍ପତି
baripada_news
Baripada M, Mayurbhanj | Jul 3, 2025
ବାଙ୍ଗିରିପୋଷି: ମା ହେବ ଶିମିଳିପାଳ ବାଘୁଣୀ ଜିନ୍ନତ,ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା
asit.sarangi74
Bangiriposi, Mayurbhanj | Jul 3, 2025
ବଡସାହି: ମହାତ୍ମାଗାନ୍ଧୀ ହାୟାରସେକେଣ୍ଡାରୀ ସ୍କୁଲରେ ସମ୍ବାଦ ଆମଓଡିଶା ଏବଂ ବନବିଭାଗର ମିଳିତ ଉଦ୍ୟମରେ ବୃକ୍ଷରୋପଣରେ ଯୋଗଦେଲେ ବିଧାୟକ ସନାତନ ବିଜୁଳି
shantanupanda7
Barsahi, Mayurbhanj | Jul 3, 2025
ବାରିପଦା ମ୍ୟୁନିସିପାଲଟି: ୨ୟ ଶ୍ରୀକ୍ଷେତ୍ର ବାରିପଦାର ରାଧାମୋହନ ମନ୍ଦିର ଠାରେ ରାଜ ରାଜେଶ୍ୱର ଅବତାରରେ ତିନିଠାକୁର; ବରିଷ୍ଠ ପୂଜକ ଦେଲେ ପ୍ରତିକ୍ରିୟା
baripada_news
Baripada M, Mayurbhanj | Jul 3, 2025
ବାରିପଦା ମ୍ୟୁନିସିପାଲଟି: ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିବା ଜିନ୍ନତ ଗର୍ଭବତୀ ହେବା ଘଟଣା; ମଞ୍ଚାବନ୍ଧା ଠାରେ ପ୍ରତିକ୍ରିୟା ଦେଲେ RCCF
baripada_news
Baripada M, Mayurbhanj | Jul 3, 2025
ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାରେ ଆସନ୍ତା ୫ ରୁ ୭ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣିଂ ଜାରୀ
baripada_news
Baripada M, Mayurbhanj | Jul 3, 2025
ବାରିପଦା ମ୍ୟୁନିସିପାଲଟି: ଆସନ୍ତା ୮ ରୁ ଓଡିଶା ଡ୍ରାଇଭର ମହସଂଘ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ; ଜିଲ୍ଲାପାଳ ଅଫିସ ଠାରେ ବାରିପଦା ବ୍ଲକ ସଭାପତି ଦେଲେ ପ୍ରତିକ୍ରିୟା
baripada_news
Baripada M, Mayurbhanj | Jul 3, 2025
Load More
Contact Us
Your browser does not support JavaScript!