Latest News in Baripada M (Local videos)
ବାରିପଦା ମ୍ୟୁନିସିପାଲଟି: ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ, ଆମେ ବାରିପଦା ନାଟ୍ୟ ସଂଗଠନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ମତଦେଲେ ଓଡିଆ ଚଳଚିତ୍ର ନିର୍ଦ୍ଦେଶକ
Baripada M, Mayurbhanj | Jul 13, 2025
baripada_news
Follow
Share
Next Videos
ବାରିପଦା ମ୍ୟୁନିସିପାଲଟି: ମହାରାଜପୁର ସ୍ଥିତ ଏମସିଏଏମ କଲେଜରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ, ପୂର୍ବତନ ବିଧାୟକଙ୍କ ଯୋଗଦାନ
baripada_news
Baripada M, Mayurbhanj | Jul 13, 2025
ବାରିପଦା ମ୍ୟୁନିସିପାଲଟି: ଖୁଣ୍ଟା-ଭୋଳାଗଡ଼ିଆ ରାସ୍ତାର ମୁଢ଼ିମିଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
baripada_news
Baripada M, Mayurbhanj | Jul 13, 2025
ବାରିପଦା ମ୍ୟୁନିସିପାଲଟି: MSCB ବିଶ୍ଵ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିଲେ ସ୍ଵାଭିମାନୀ ମୟୂରଭଞ୍ଜିଆ ସଙ୍ଗଠନ; କର୍ତ୍ତୃପକ୍ଷଙ୍କ ମନମୁଖୀ ଶାସନକୁ କଲେ ନିନ୍ଦା
baripada_news
Baripada M, Mayurbhanj | Jul 13, 2025
ବାରିପଦା ମ୍ୟୁନିସିପାଲଟି: ସାପ କାମୁଡାରେ ଗୁରୁତର ହେବା ପରେ କାମୁଡ଼ିଥିବା ସାପକୁ ନେଇ ଡ଼ାକ୍ତରଖାନାରେ ପହଞ୍ଚିଲେ ଦାମୋଦରପୁର ଅଞ୍ଚଳର ଯୁବକ; ଗାଇଲେ ଗୀତ
baripada_news
Baripada M, Mayurbhanj | Jul 13, 2025
ବାରିପଦା ମ୍ୟୁନିସିପାଲଟି: ମଧୁବନ ସ୍ଥିତ ଚିନ୍ମୟ ଗୁରୁପଦ ଆଶ୍ରମ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
baripada_news
Baripada M, Mayurbhanj | Jul 13, 2025
ବାରିପଦା ମ୍ୟୁନିସିପାଲଟି: କୁଳପତିଙ୍କ ମନମୁଖୀ ଶାସନକୁ ବିରୋଧ କରି MSCB ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ର ସଙ୍ଗଠନ
baripada_news
Baripada M, Mayurbhanj | Jul 13, 2025
ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାରେ ଆସନ୍ତା ୧୫ ଯାଏଁ ପବନ ବର୍ଷା ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣିଂ ଜାରୀ
baripada_news
Baripada M, Mayurbhanj | Jul 13, 2025
ବାରିପଦା ମ୍ୟୁନିସିପାଲଟି: ଢ଼ିପାସାହି ଅଞ୍ଚଳରୁ ଘର ସମ୍ମୁଖରୁ ବାଇକ ଚୋରି ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ
baripada_news
Baripada M, Mayurbhanj | Jul 12, 2025
ବାରିପଦା ମ୍ୟୁନିସିପାଲଟି: ବାରିପଦା ଟାଉନ ଥାନା ନେଉନାହିଁ ଅଭିଯୋଗ ପତ୍ର; ଥାନା ସମ୍ମୁଖରେ ଗୋଲାପବାଗ ଅଞ୍ଚଳର ମହିଳା ଦେଲେ ପ୍ରତିକ୍ରିୟା
baripada_news
Baripada M, Mayurbhanj | Jul 12, 2025
ବାରିପଦା ମ୍ୟୁନିସିପାଲଟି: ଶିମିଳିପାଳରେ ମେଲାନାଷ୍ଟିକ କଳା ବାଘଙ୍କ ବଂଶ ବୃଦ୍ଧି ଚିତ୍ର; ୩ଟି କଳା ବାଘ ଛୁଆ ବିଚରଣ କରୁଥିବାର ଫୋଟ ସେୟାର
baripada_news
Baripada M, Mayurbhanj | Jul 12, 2025
ବାରିପଦା ମ୍ୟୁନିସିପାଲଟି: ଟୁଲୁକୁଛୁଇଁ ଗ୍ରାମରେ ବିଲରେ ଚାଷ କାର୍ଯ୍ୟ ବେଳେ ବଜ୍ରପାତରେ ଜଣେ ମୃତ
baripada_news
Baripada M, Mayurbhanj | Jul 12, 2025
ବାରିପଦା ମ୍ୟୁନିସିପାଲଟି: ବର୍ଷା ପବନରେ ରଘୁନାଥପୁର ଠାରେ ଗଛ ଓଲୋଟି ରାସ୍ତାରେ ପଡିଲା; ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କାଟି ହଟାଇଲା ରାସ୍ତା ଅବରୋଧ
baripada_news
Baripada M, Mayurbhanj | Jul 12, 2025
ବାରିପଦା ମ୍ୟୁନିସିପାଲଟି: ଶିମିଳିପାଳରୁ ଏଆଇ କ୍ୟାମେରା ପୁଣି ଧରାଇଲା କପ୍ତିପଦା ଅଞ୍ଚଳର ୩ଜଣ ଶିକାରୀ; ଦେଶୀ ବନ୍ଧୁକ ଜବତ ସହ ଅନ୍ୟ ଜଣେ ଶିକାରୀ ଫେରାର
baripada_news
Baripada M, Mayurbhanj | Jul 12, 2025
ବାରିପଦା ମ୍ୟୁନିସିପାଲଟି: ମଞ୍ଚାବନ୍ଧା ସ୍ଥିତ ମା ମଙ୍ଗଳା ହୋଟେଲ ସମ୍ମୁଖରେ ମାଟିରେ ଦାବିଲା କାର
baripada_news
Baripada M, Mayurbhanj | Jul 12, 2025
ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାରେ ଆସନ୍ତା ୧୭ ଯାଏଁ ପବନ ବର୍ଷା ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣିଂ ଜାରୀ
baripada_news
Baripada M, Mayurbhanj | Jul 12, 2025
ବାରିପଦା ମ୍ୟୁନିସିପାଲଟି: ଦାମୋଦରପୁର ଠାରୁ ବାଲି ବୋଝେଇ ଟ୍ରାକ୍ଟର ଜବତ, କୁକୁଡ଼ାଖୁମ୍ପି ଗ୍ରାମର ଚାଳକ ଗିରଫ
baripada_news
Baripada M, Mayurbhanj | Jul 11, 2025
ବାରିପଦା ମ୍ୟୁନିସିପାଲଟି: ଚେକ ବାଉନ୍ସ ମାମଲାରେ ୬ ମାସ କାରାଦଣ୍ଡାଦେଶ ଦେଲେ ବାରିପଦା ସ୍ଥିତ ଅତିରିକ୍ତ ଜିଲ୍ଲା ବିଚାରପତି ୧
baripada_news
Baripada M, Mayurbhanj | Jul 11, 2025
ବାରିପଦା ମ୍ୟୁନିସିପାଲଟି: ବାରିପଦା ସଦର ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ, ଦେଶୀ ମଦ ଓ ପୋଚ ଜବତ ସହ ଦାମୋଦରପୁର ଅଞ୍ଚଳର ଜଣେ ଗିରଫ
baripada_news
Baripada M, Mayurbhanj | Jul 11, 2025
ବାରିପଦା ମ୍ୟୁନିସିପାଲଟି: କେନ୍ଦ୍ରରୁ ଆସୁଥିବା ପାଣ୍ଠିକୁ ସୁବିନିଯୋଗ ନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ, ସ୍ଥାନୀୟ ସାଂସଦ ଉପସ୍ଥିତ
baripada_news
Baripada M, Mayurbhanj | Jul 11, 2025
ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାରେ ଆସନ୍ତା ୧୬ ଯାଏଁ ପବନ ବର୍ଷା ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
baripada_news
Baripada M, Mayurbhanj | Jul 11, 2025
ବାରିପଦା ମ୍ୟୁନିସିପାଲଟି: ଡ୍ରାଇଭର ଆନ୍ଦୋଳନ ୪ତୁର୍ଥ ଦିନରେ; ଖୁବଶୀଘ୍ର ନିଷ୍କର୍ଷ ବାହାରିବା ନେଇ ଆଶାବ୍ୟକ୍ତ କରି ପାଲବଣୀ ଠାରେ ପ୍ରତିକ୍ରିୟା ଦେଲେ ବାରିପଦା ସଭାପତି
baripada_news
Baripada M, Mayurbhanj | Jul 11, 2025
ବାରିପଦା ମ୍ୟୁନିସିପାଲଟି: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ AIDSO ମୟୂରଭଞ୍ଜ ଶାଖାର ବିକ୍ଷୋଭ ପ୍ରଦର୍ଶନ; ଜିଲ୍ଲାପାଳ ଅଫିସ ଆଗରେ ରାଜ୍ୟ ସଭାପତି ଦେଲ ପ୍ରତିକ୍ରିୟା
baripada_news
Baripada M, Mayurbhanj | Jul 11, 2025
ବାରିପଦା ମ୍ୟୁନିସିପାଲଟି: ରଙ୍ଗାମାଟିଆରେ ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, ମତଦେଲେ ଡିନ୍ ଓ ଆଇଏମଏ ରାଜ୍ୟ ସଂଘ ସମ୍ପାଦକ
baripada_news
Baripada M, Mayurbhanj | Jul 11, 2025
ବାରିପଦା ମ୍ୟୁନିସିପାଲଟି: ଡ୍ରାଇଭର ମହାସଂଘର ଅନିର୍ଦ୍ଧିଷ୍ଟ କାଳ ଷ୍ଟିଅରିଂ ଛାଡ ଆନ୍ଦୋଳନର ୩ୟ ଦିନ; ପାଲବଣୀରେ ସାମିଲ ହେଲେ ୨ଜଣ ବିଜେଡିର ବରିଷ୍ଠ ନେତା
baripada_news
Baripada M, Mayurbhanj | Jul 10, 2025
Load More
Contact Us
Your browser does not support JavaScript!