Latest News in Attabira (Local videos)
ଅତାବିରା: ଟାଂଗରପାଲି ଛକ ପାଖରେ ବାଇକ ଦୁର୍ଘଟଣା,ବାଇକ ଆରୋହି ଆହତ
Attabira, Bargarh (Baragarh) | Jul 3, 2025
surendrakathar863
Follow
Share
Next Videos
ଅତାବିରା: ମୌଳିକ ସୁବିଧାରୁ ବଂଚିତ ଗୋଡବେର୍ଣ୍ଣା ଗ୍ରାମବାସୀ
#jansamasaya
surendrakathar863
Attabira, Bargarh (Baragarh) | Jul 3, 2025
ଅତାବିରା: ଦେବାହାଲରୁ ଚୋରୀ ହୋଇଥିବା ଟ୍ରାକ୍ଟର ଓ ହାର୍ବେଷ୍ଟରକୁ ପଂଜାବରୁ ପୋଲିସ ଉଦ୍ଦାର କରି ଚୋରକୁ ଗିରଫ କଲା
surendrakathar863
Attabira, Bargarh (Baragarh) | Jul 3, 2025
ଅତାବିରା: ସୁକୁଟାପାଲି ଛକରେ ବାଲି ବୋଝେଇ ଗାଡିକୁ ଧରି ଥାନାରେ ଅଟକ ରଖିଲା ଖଣି ବିଭାଗ
surendrakathar863
Attabira, Bargarh (Baragarh) | Jul 1, 2025
ଅତାବିରା: ଚାକିରୀ କରାଇବା କହି ଟଙ୍କା ଠକେଇ ଅଭିଯୋଗରେ ଚିପିଲିମା ଅଞ୍ଚଳରୁ ଜଣେ ବ୍ୟକ୍ତିକୁ ଗିରଫ ସହ କୋର୍ଟ ଚାଲାଣ କଲା ପୋଲିସ
surendrakathar863
Attabira, Bargarh (Baragarh) | Jul 1, 2025
ଅତାବିରା: ରେଙ୍ଗାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ୭୬ ତମ ବନମହୋତ୍ସବ
surendrakathar863
Attabira, Bargarh (Baragarh) | Jul 1, 2025
ଅତାବିରା: ବନହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଦନା ସଭା,ଯୋଗଦେଲେ ଏବିଇଓ
surendrakathar863
Attabira, Bargarh (Baragarh) | Jun 30, 2025
ଅତାବିରା: ଅତାବିରାରୁ ଆନ୍ଧ୍ରକୁ ଯାଉଥିବା ପାଓ୍ବାରଟ୍ରେଲରକୁ ଅଟକ ରଖିଲା ଅତାବିରା ପୋଲିସ
surendrakathar863
Attabira, Bargarh (Baragarh) | Jun 30, 2025
ଅତାବିରା: ପାହାଡଶ୍ରୀଗିଡା ଖ୍ରୀଷ୍ଟିୟାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀକଂ ଅବସରକାଳିନୀ ବିଦାୟ ସମ୍ବର୍ଦ୍ଦନା ସଭା
surendrakathar863
Attabira, Bargarh (Baragarh) | Jun 30, 2025
ଅତାବିରା: ଗୋଡଭଗା ମାର୍କେଟ ଛକ ପାଖରେ ବାଇକ ଦୁର୍ଘଟଣା,ବାଇକ ଆରୋହି ଆହତ
surendrakathar863
Attabira, Bargarh (Baragarh) | Jun 29, 2025
ଅତାବିରା: କାଠଡେରା ଗୁଣ୍ଡିଚା ରଥଯାତ୍ରା ମହୋତ୍ସବରେ ଯୋଗଦେଲେ ରାଜ୍ୟ ଏସି ମୋର୍ଚ୍ଚା ଉପସଭାପତି
surendrakathar863
Attabira, Bargarh (Baragarh) | Jun 29, 2025
ଅତାବିରା: ଗୋଡଭଗାରେ ଅବସରପ୍ରାପ୍ତ ସୈନିକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
surendrakathar863
Attabira, Bargarh (Baragarh) | Jun 29, 2025
ଅତାବିରା: ଖୁଣ୍ଟଲିପାଲି ମାର୍କେଟ ୟାର୍ଡ ପରିଦର୍ଶନ କଲେ ଅତାବିରା ବିଧାୟକ
surendrakathar863
Attabira, Bargarh (Baragarh) | Jun 27, 2025
ଅତାବିରା: ଜହ୍ନାପଡା ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ, ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା
surendrakathar863
Attabira, Bargarh (Baragarh) | Jun 27, 2025
ଅତାବିରା: ଅତାବିରାରେ ପାରମ୍ପରିକ ରିତିନିତିରେ ରଥଯାତ୍ରା
surendrakathar863
Attabira, Bargarh (Baragarh) | Jun 27, 2025
ଅତାବିରା: ତାଲପଦରଟିକ୍ରା ଧାମକ୍ରୟ କେନ୍ଦ୍ର ଠାରେ ଚାଷୀଙ୍କ ସହ ଆଲୋଚନା କଲେ ପ୍ରଶାସନିକ ଅଧିକାରୀ
surendrakathar863
Attabira, Bargarh (Baragarh) | Jun 26, 2025
ଅତାବିରା: ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଅନୁଷ୍ଠିତ
surendrakathar863
Attabira, Bargarh (Baragarh) | Jun 26, 2025
ଅତାବିରା: ଗୋଡଭଗା ଷ୍ଟେଟ ବ୍ୟାଙ୍କ ପାଖରେ ବାଇକ ଦୁର୍ଘଟଣା,ବାଇକ ଆରୋହି ଆହତ
surendrakathar863
Attabira, Bargarh (Baragarh) | Jun 26, 2025
ଅତାବିରା: ପାହାଡଶ୍ରୀଗିଡା ପ୍ରାଥମିକ କୃଷି ସମବାୟ ସମିତିରେ ଫର୍ଜରୀ ଧାନ ବିକ୍ରି କାର୍ଡ ତିଆରି ଅଭିଯୋଗ
#jansamasya
surendrakathar863
Attabira, Bargarh (Baragarh) | Jun 25, 2025
ଅତାବିରା: ଜିରୋପଏଣ୍ଟରେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ
surendrakathar863
Attabira, Bargarh (Baragarh) | Jun 25, 2025
ଅତାବିରା: ଧାନ ବିକ୍ରୀ ସମସ୍ୟାର ସମାଧାନ ଦାବୀ ନେଇ ଖୁଣ୍ଟୁଲିପାଲି ଛକ ଠାରେ ରାସ୍ତାରୋକ କଲେ ଚାଷୀ
surendrakathar863
Attabira, Bargarh (Baragarh) | Jun 25, 2025
ଅତାବିରା: ଅଭାବୀ ଧାନ ବିକ୍ରୀ ଯୋଗଁ ଗୋଡଭଗା ଠାରେ ଧାନ ବସ୍ତା ରଖି ଜାତୀୟ ରାଜପଥ ଅବରୋଧ କଲେ ଚାଷୀ
surendrakathar863
Attabira, Bargarh (Baragarh) | Jun 24, 2025
ଅତାବିରା: ଅତାବିରା ତହସିଲ ଛକ ଠାରେ କୋଶଳ ସଂଗ୍ରାମୀଙ୍କୁ ସ୍ବାଗତ ସମ୍ବର୍ଦ୍ଦନା ପ୍ରଦାନ କଲେ ଯୁବକବୃନ୍ଦ
surendrakathar863
Attabira, Bargarh (Baragarh) | Jun 24, 2025
ଅତାବିରା: ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ଧାନ ବିକ୍ରି ସମସ୍ୟାର ସମାଧାନ ପାଇଁ ମାର୍କେଟ ସମ୍ପାଦକଙ୍କ ସହ ଆଲୋଚନା କଲେ ବିଜେପି କାର୍ଯ୍ୟକର୍ତ୍ତା
surendrakathar863
Attabira, Bargarh (Baragarh) | Jun 24, 2025
ଅତାବିରା: ଅତାବିରା ବ୍ଲକରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
surendrakathar863
Attabira, Bargarh (Baragarh) | Jun 24, 2025
Load More
Contact Us
Your browser does not support JavaScript!